କୋରାପୁଟ ଡିଏଫଓଙ୍କ କାର୍ଯ୍ୟାଳୟ ଘେରାଉ

ଜୟପୁର,୧୯।୮(ଡି.ଏନ୍‌.ଏ): କୋରାପୁଟ ଜିଲା ଡିଏଫଓଙ୍କ କାର୍ଯ୍ୟାଳୟ ସୋମବାର କେନ୍ଦୁପତ୍ର ଅସ୍ଥାୟୀ କର୍ମଚାରୀ ସଂଘ ପକ୍ଷରୁ ଘେରାଉ କରାଯାଇଛି। ସୁପରଭାଇଜର, ଚେକର ଓ ଚପରାସିଙ୍କୁ ବାର୍ଷିକ ନିର୍ଦ୍ଧାରିତ ଦିନ କାର୍ଯ୍ୟପ୍ରଦାନ କରିବା ସହିତ ପାରିଶ୍ରମିକ ଦେବା ଦାବି ନେଇ ଘେରାଉ ହେରଇଛି।