Categories: ଖେଳ

କୋଭିଡ-୧୯: ୧୦ ହଜାର ଲୋକଙ୍କୁ ଖୁଆଇଲେ ଗାଙ୍ଗୁଲି

କୋଲକାତା,୪/୪: ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ସଭାପତି ସୈାରଭ ଗାଙ୍ଗୁଲି କୋଭିଡ-୧୯ ଦ୍ଵାରା ପ୍ରଭାବିତ ହୋଇଥିବା ଲୋକଙ୍କୁ ଖୁଆଇବା ର ବ୍ୟବସ୍ଥା କରିଛନ୍ତି। ଇସ୍କନ ମାଧ୍ୟମ ରେ ସେ ଏହି ସମାଜ ମଙ୍ଗଳ କର୍ଯ୍ୟ କରିଚନ୍ତି। ଇସ୍କନ ପୂର୍ବରୁ ପ୍ରତେକ୍ ଦିନ ୧୦ ହଜାର ଲୋକଙ୍କୁ ଖୁଆଉଥିଲା। ତେବେ ଗାଙ୍ଗୁଲି ସହାୟତା କରିବା ପରେ ଆମେ ଏବେ ଆଉ ୧୦ ହଜାର, ମୋଟ ଉପରେ ୨୦, ହଜାର ଲୋକଙ୍କୁ ଖୁଆଇବା କୁ ସକ୍ଷମ ହୋଇଛୁ ବୋଲି ଇସ୍କନ କୋଲକାତା ସେଣ୍ଟର ର ମୁଖପାତ୍ର ତଥା ଉପସଭାପତି ରଧରମନ୍ ଦାସ କହିଛନ୍ତି। ତାଙ୍କ ସହାୟତା କାରଣ ରୁ ଆମେ ଆମେ ଅଧିକ ୧୦ ହଜାର ଲୋକଙ୍କୁ ଖୁଆଇବା କୁ ସକ୍ଷମ ହୋଇଛୁ ବୋଲି ସେ କହିଛନ୍ତି। ବିଶ୍ଵ ତଥା ଦେଶର ଏହି ଘଡିସନ୍ଧି ମୁହୂର୍ତ୍ତ ରେ ସମସ୍ତେ ଏକାଠି ହୋଇ ଲଢ଼ିବା କୁ ଗାଙ୍ଗୁଲି ଆହ୍ବାନ ଦେଇଛନ୍ତି।

Share