କୋଡ଼ିବାହାଲ ଗଁ। ରେ କିଡ଼୍‌ନୀ ରୋଗ୍‌ ଆତଁକ୍‌:ବାପର ଚିକିଛା ଲାଗି ଦାଦନ ଯାଇଛେ ପୁଓ

 

ଘଣ୍ଟାପଡା, ୬।୮ (ଡି.ଏନ୍‌.ଏ.):
ବୌଦ୍ଧ ଜିଲା କଣ୍ଟାମାଳ ବ୍ଲକ ଘଣ୍ଟାପଡ଼ା ପଁଚେତ୍‌ ଅଧୀନ କୋଡ଼ିବାହାଲ ଗଁାରେ ଏହେଦେ କିଡ଼୍‌ନୀ ରୋଗ୍‌ ଆତଁକ୍‌ ଦେଖା ଦେଇଛେ। ୨ ବଛର ଭିତରେ କିଡ଼୍‌ନୀ ରୋଗ୍‌ରେ ଗଁାର ୬ ଝନ୍‌କର ଜୀବନ୍‌ ଯାଇଥିଲାବେଲେ ଅନେକ ଲୋକ୍‌ ଆକ୍‌ରଁାତ ଥିବାର ଜନାଯାଇଛେ।
ସୂଚନା ଅନ୍‌ସାରେ ପାଖାପାଖି ୨ ବଛର ହେଲା କୋଡ଼ିବାହାଲ ଗଁାରେ କିଡ଼୍‌ନୀ ରୋଗ୍‌ ବହପୁଛେ। ୨ ବଛର ଭିତରେ ଗଁାର ସୁଦର୍ଶନ ନାଏକ, ଅହଲ୍ୟା ପ୍ରଧାନ, ଲକ୍ଷ୍ମୀ ଭୋଇ, ମାଢ଼େ ପ୍ରଧାନ, ଦ୍ରୋପଦୀ ପୃଷ୍ଟି, ଅଲେଖ ମେଣ୍ଡିଲିକଁର ମୁରତୁ ହେଇଛେ। ସେନ୍‌ତା ଗଁାର ଅନେକ ଲୋକ୍‌ ରୋଗ୍‌ରେ ଆକ୍‌ରଁାତ ହେଇ ଭିନେ ଭିନେ ଡାକ୍‌ତରଖାନାରେ ଚିକିସତ୍ିତ ହେଉଛନ୍‌। ଯେନ୍‌ଥିରଲାଗି ଗଁାରେ ଗୁଟେ ଭଏର ବାତାବରନ ଦେଖ୍‌ବାକେ ମିଲିଛେ। ଇଆଡ଼େ ଅନେକ ଆକ୍‌ରଁାତ୍‌ ଲୋକ୍‌ ଟଁକା ପଏସା ଅଭାବୁ ଚିକିଛା ଲାଗି ଟଁକା ଠୁଲାବାକେ ଦାଦନ ଖଟି ଯାଇଛନ୍‌। ଗଁାର ଚୈତନ୍ୟ ଖମାରୀ(୫୦)। ବଛ୍‌ରେ ତଲେ ସେ କାମ୍‌ କଲାବେଲେ ତାହାକୁ ବହୁତ୍‌ ଅଥାବିଥା ଲାଗିଥିଲା। ସେ ଥାନୀୟ ଘଣ୍ଟାପଡ଼ା ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିଛା କରେଇଥିଲେ। ହେଲେ ଭଲ ନାଇଁ ଲାଗ୍‌ଲାରୁ ବଲାଙ୍ଗୀର ଆର ସେଠାନୁ ବିଶମକଟକ ଡାକ୍‌ତରଖାନାକେ ଯାଇଥିଲେ। ସେଠାନେ ପରୀକ୍ଷା ନିରୀକ୍ଷାରୁ ଜନାପଡ଼ଲା ଯେ ଚୈତନ୍ୟ କିଡ଼୍‌ନୀ ରୋଗ୍‌ରେ ଆକ୍‌ରଁାତ ଅଛନ୍‌। ଏହେଦେ ସେ ଭୁବନେଶ୍ୱର କଳିଙ୍ଗ ହସ୍ପିଟାଲରେ ଚିକିସତ୍ିତ ହେବାର ସଂଗେ Aଫିଦିନ ଉଷୋକଷା ଖାଉଛନ୍‌। ହେଲେ ଉଷୋକଷାର ଲାଗି ଫିମାସ ବହୁତ ଟଁକା ପଏସା ଦରକାର ପଡ଼ୁଛେ। ଇଆଡ଼େ ଅଭାବ ଅନାଟନ ଲାଗି ତାକର ଗୁଟେବଲି ପୁଓ ବାମଦେବ ଖମାରୀ(୨୨) ବାହାର ରାଏଜ୍‌କେ ଦାଦନ୍‌ ଖଟିଯାଇଛେ। ସେ ସେଠାନୁ ପଏସା ପଠାଲେ ଚୈତନ୍ୟ ଇଠାନେ ଉଷୋକଷା ଘିନି ଖାଉଥିବାର କହିଛନ୍‌। ସେନ୍‌ତା ଗଁାର ହେମସାଗର ପ୍ରଧାନ(୩୫), ମହିଧର କର୍ଣ୍ଣ(୪୦) କିଡ଼୍‌ନୀ ରୋଗ୍‌ରେ ଆକଁାରାତ ଅଛନ୍‌। ସେମାନେ ଚିକିସତ୍ା ଲାଗି ଟଁକା ପଏସା ଠୁଲାବାର ଲାଗି ଦାଦନ ଖଟି ଯାଇଥିବାର ଜନାଯାଇଛେ। ଗଁାର ବନମାଳୀ ମେଣ୍ଡଳି(୪୮), ଚମ୍ପେ ଚାଉଳିଆ(୩୮) ବି କିଡ଼୍‌ନୀ ରୋଗ୍‌ରେ ଆକ୍‌ରଁାତ ହେଇ ବିଶମକଟକ ଡାକ୍‌ତରଖାନାରେ ଚିକିସତ୍ିତ ହେଉଛନ୍‌। ଇ ଘଟନାଟା ଗଲା ବଛର ଭିନେ ଭିନେ ଖବର କାଗଜରେ ବାହାରିଥିଲା। ସ୍ବାସ୍ଥ୍ୟ ବିଭାଗ ତରଫୁ ଗଁାର ଭିନେ ଭିନେ ଜାଗାରୁ ପାଏନ୍‌ ନମୁନା ଠୁଲେଇ ପରୀକ୍ଷା ଲାଗି ପଠେଇଥିଲା। ହେଲେ ଦୁଖର କଥା ଇ ଘଟନାକେ ବଛ୍‌ରେ ବିତିଯାଇଥିଲେ ବି ପରୀକ୍ଷା ରିପୋର୍ଟ ନୁହେ ଆସେ ବଲି ମନମୁଣ୍ଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଚିକିସତ୍ା ଅଧ୍‌କାରୀ ମହେନ୍ଦ୍ର ସୋଏ କହିଛନ୍‌। ସେନ୍‌ତା ଘଟନା ବାବ୍‌ଦେ ଜିଲା ମୁଖିଆ ଚିକିସତ୍ା ଅଧ୍‌କାରୀକୁ ପଚରାଲାରୁ ଲୁକ୍‌କୁ କହ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡରୁ ଚିକିସତ୍ା ସାହାଯ୍‌ ପାଏବାର ଲାଗି ଅରଜି ଦେବେ ବଲି ସେ କହିଥିଲେ।