Categories: ଖେଳ

କେବଳ ଏହି ଗୋଟିଏ ତାରିଖ ହିଁ ଥିଲା ସଚିନଙ୍କ ପାଇଁ ଅଶୁଭ, ଏହି ଦିନ ସେ ଶତକ ଲଗାଇପାରୁ ନ ଥିଲେ

ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକର ନିଜ କ୍ରିକେଟ କ୍ୟାରିୟରରେ ଅନେକ ରେକର୍ଡ ହାସଲ କରିଛନ୍ତି। ତାଙ୍କ ରେକର୍ଡ ଭାଙ୍ଗିବା ଯେକୌଣସି ବ୍ୟାଟ୍ସମ୍ୟାନଙ୍କ ପାଇଁ କଷ୍ଟକର। ସଚିନ ନିଜ କ୍ୟାରିୟର ଗୋଟିଏ ମାସର ପ୍ରତି ତାରିଖରେ ଶତକ କିମ୍ବା ଦ୍ୱିଶତକ ଲଗାଇଛନ୍ତି, କିନ୍ତୁ ଗୋଟିଏ ଦିନକୁ ଛାଡି। ସେହି ଦିନଟି ହେଉଛି ମାସ ଆରମ୍ଭ ଅର୍ଥାତ୍‌ ୧ ତାରିଖ। ୨୦ ବର୍ଷରୁ ଊର୍ଦ୍ଧ୍ୱ କ୍ରିକେଟ କ୍ୟାରିୟରରେ ସଚିନ କୌଣସି ମାସର ୧ ତାରିଖରେ ଶତକ କିମ୍ବା ଦ୍ୱିଶତକ ହାସଲ କରିପାରିନାହାନ୍ତି। ତେଣୁ ଏହି ତାରିଖଟି ତାଙ୍କ ପାଇଁ ଅଶୁଭ ବୋଲି ଧରାଯାଏ। ୧ ତାରିଖରେ ସେ ଦୁଇ ଦୁଇଥର ୯୮ ରନ୍‌ରେ ଆଉଟ୍‌ ହୋଇଛନ୍ତି।
ଜାଣନ୍ତୁ ପ୍ରତି ତାରି ତାରିଖରେ ସଚିନଙ୍କ ଶତକ କିମ୍ବା ଦ୍ୱିଶତକ
୧ ତାରିଖ-୨ଥର ୯୮
୨ ତାରିଖ-୧୭୯ ରନ୍‌
୩ ତାରିଖ-୧୭୬ ରନ୍‌
୪ ତାରିଖ-୧୬୯ ରନ୍‌
୫ ତାରିଖ-୧୭୭ ରନ୍‌
୬ ତାରିଖ-୨୪୧*ରନ୍‌
୭ ତାରିଖ-୧୨୮ ରନ୍‌
୮ ତାରିଖ- ୧୮୬*ରନ୍‌
୯ ତାରିଖ-୧୫୫* ରନ୍‌
୧୦ ତାରିଖ-୧୩୯ ରନ୍‌
୧୧ ତାରିଖ-୨୧୪ ରନ୍‌
୧୨ ତାରିଖ-୨୪୮ ରନ୍‌
୧୩ ତାରିଖ- ୧୨୬* ରନ୍‌
୧୪ ତାରିଖ-୧୪୧*ରନ୍‌
୧୫ ତାରିଖ-୧୧୮ ରନ୍‌
୧୬ ତାରିଖ-୧୪୧ ରନ୍‌
୧୭ ତାରିଖ-୧୨୨ ରନ୍‌
୧୮ ତାରିଖ-୧୨୭*ରନ୍‌
୧୯ ତାରିଖ-୧୪୨ ରନ୍‌
୨୦ ତାରିଖ-୧୬୦ ରନ୍‌
୨୧ ତାରିଖ-୧୨୨ ରନ୍‌
୨୨ ତାରିଖ-୧୪୩ ରନ୍‌
୨୩ ତାରିଖ-୧୯୩ ରନ୍‌
୨୪ ତାରିଖ-୨୦୦* ରନ୍‌
୨୫ ତାରିଖ-୧୫୩ ରନ୍‌
୨୬ ତାରିଖ-୨୦୧*ରନ୍‌
୨୭ ତାରିଖ-୧୨୦ ରନ୍‌
୨୮ ତାରିଖ-୨୦୩ ରନ୍‌
୨୯ ତାରିଖ-୧୯୪* ରନ୍‌
୩୦ ତାରିଖ-୨୧୭ ରନ୍‌
୩୧ ତାରିଖ-୧୩୯ ରନ୍‌

Share