କିଡ୍‌ନୀ ଷ୍ଟୋନ୍‌ ଥିଲେ…

ଅତ୍ୟାଧୁନିକ ଜୀବନଶୈଳୀ, ଖାଦ୍ୟପେୟରେ ଅନିୟମିତତା, ଫାଷ୍ଟ ଫୁଡ୍‌, ତେଲ ମସଲାଯୁକ୍ତ ଖାଦ୍ୟ ଆଜିକାଲି
ବିଭିନ୍ନ ରୋଗକୁ ଡାକି ଆଣୁଛି । ଏହି କ୍ରମରେ କିଡ୍‌ନୀ ଷ୍ଟୋନ ଅନ୍ୟତମ ସ୍ୱାସ୍ଥ୍ୟ ଭାବେ ସମସ୍ୟା ଉଭାହୋଇଛି ।  ତେବେ ଏହି ସମସ୍ୟାରୁ ମୁକ୍ତି ପାଇବା ଲାଗି ଫଳ ଓ ପନିପରିବାଯୁକ୍ତ ଖାଦ୍ୟ ଖାଇବା ଜରୁରୀ । ବିଶେଷ କରି ସୋଡିୟମ୍‌ଯୁକ୍ତ ଖାଦ୍ୟ ଓ ମାଂସ, ମାଛ, ଅଣ୍ଡା ଜାତୀୟ ଖାଦ୍ୟ ଏହି ସମସ୍ୟା ପାଇଁ ବାରଣ ହୋଇଥାଏ। କ୍ୟାଲ୍‌ସିୟମ୍‌ ଓ ପ୍ରଚୁର ପରିମାଣର ଅକ୍ସାଲେଡ୍‌ ଜାତୀୟ ଖାଦ୍ୟ କିଡ୍‌ନୀ ଷ୍ଟୋନ୍‌ କମାଇବାରେ ସହାୟ ହୋଇଥାଏ ା ଅପରପକ୍ଷେ କିଡ୍‌ନୀ ଷ୍ଟୋନ୍‌ କମାଇବା ପାଇଁ ଫଳ ଓ ପନିପରିବା ନିହାତି ଖାଇବା ଆବଶ୍ୟକ। ଏହା ସହିତ ପୁଷ୍ଟିକର ଖାଦ୍ୟ ଖାଇବାର ମଧ୍ୟ ଆବଶ୍ୟକତା ରହିଛି।