କାର୍ଯ୍ୟରେ ଯୋଗଦେଲେ ନୂତନ ଥାନାଧିକାରୀ

ଭଦ୍ରକ ଅଫିସ,୧୭।୧୨: ଭଦ୍ରକ ଟାଉନ୍‌ ଥାନା ଅଧିକାରୀ ଭାବେ ମଙ୍ଗଳବାର ଚନ୍ଦନ ଘଡ଼େଇ କାର୍ଯ୍ୟରେ ଯୋଗ ଦେଇଛନ୍ତି। ପୁରୁଣା ଥାନା ଅଧିକାରୀ ସରୋଜିନୀ ସିଂଙ୍କଠାରୁ ସେ ବିଧିବଦ୍ଧ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି।