କାଗଜ କଲମରେ ସୀମିତ ଗାଁ କଲ୍ୟାଣ ସମିତି

ନାଉଗଁ।,୫ା୧୨(ସ୍ବ.ପ୍ର.): ଜାତୀୟ ଗ୍ରାମୀଣ ସ୍ବାସ୍ଥ୍ୟ ମିଶନ ପକ୍ଷରୁ ୨୦୦୭ରେ ନାଉଗଁ। ବ୍ଲକରେ ଗଠନ କରାଯାଇଥିଲା ଗଁ। କଲ୍ୟାଣ ସମିତି। ଏହାର ମୂଳ ଲକ୍ଷ୍ୟ ଥିଲା ଗଁ। ପରିବେଶକୁ ପରିସ୍କାର ରଖିବା ସହିତ ଗଁ।ରେ ସ୍ବାସ୍ଥ୍ୟଭିତ୍ତିକ ବାର୍ତ୍ତା ପହଞ୍ଚାଇବା। ସେହି ଅନୁସାରେ ବ୍ଲକ ଅଧୀନ ୮୬ ରାଜସ୍ବ ଗ୍ରାମରେ ୮୬ଟି ଗଁ। କଲ୍ୟାଣ ସମିତି ଗଠନ ହୋଇଛି। ଏହି ସମିତିରେ ଓ୍ବାର୍ଡ ମେମ୍ବର ଓ ଅଙ୍ଗନଓ୍ବାଡି କର୍ମୀଙ୍କ ନାମରେ ଏକ ଯୁଗ୍ମ ପାସ ବୁକ ନିକଟସ୍ଥ ବ୍ୟାଙ୍କରେ ଖୋଲାଯାଇଛି। ଆଶା କର୍ମୀ, ମହିଳା ସ୍ବୟଂ ସହାୟିକା ସଦସ୍ୟା ପ୍ରମୁଖ ଏଥିରେ ସଦସ୍ୟ ରହିଛନ୍ତି। ଗଁ।ର ପରିସ୍କାର, ପରିଚ୍ଛନ୍ନତା ସହିତ ବିଭିନ୍ନ ସ୍ବାସ୍ଥ୍ୟ ଭିତ୍ତିକ କାର୍ଯ୍ୟକ୍ରମ ପାଇଁ ସରକାରଙ୍କ ପକ୍ଷରୁ ପ୍ରତି ସମିତିକୁ ବର୍ଷକୁ ୧୦ ହଜାର ଟଙ୍କା ଲେଖାଏ ସହାୟତା ପ୍ରଦାନ କରାଯାଉଛି। ଏଥିରେ ଗଁ।ରେ ଥିବା ସରକାରୀ ନଳକୂପ ସଫେଇ, ଆବର୍ଜନା ପକାଇବା ପାଇଁ ଆବର୍ଜନା କୁଣ୍ଡ, ସ୍ବାସ୍ଥ୍ୟ ସମ୍ପର୍କିତ ସଚେତନତା ସଭା ଆଦି କରିବାର ନିୟମ ରହିଛି। ସେହିପରି ଏହି ଅନୁଦାନ ଠିକ ଭାବେ କାର୍ଯ୍ୟକାରୀ ହେଉଛି କି ନାହିଁ ତାହା ଜାଣିବା ନିମନ୍ତେ ବର୍ଷ ଶେଷକୁ ତାର ୟୁଟିଲାଇଜେଶନ ସାର୍ଟିଫିକେଟ (ୟୁସି) ପ୍ରଦାନ କରିବା ପରେ ପୁନର୍ବାର ଅନୁଦାନ ପ୍ରଦାନର ନିୟମ ମଧ୍ୟ ରହିଛି। କିନ୍ତୁ ଏହି ବ୍ଲକ ଅଞ୍ଚଳରେ ଅଧିକାଂଶ ସମିତି କାଗଜକଲମରେ ଚାଲୁଥିବା ଅଭିଯୋଗ ହୋଇଛି। ଫଳରେ ସମିତି ଗୁଡିକ କାର୍ଯ୍ୟ ନ କରି କାଗଜପତ୍ରରେ କାର୍ଯ୍ୟ ଦର୍ଶାଇ ୟୁସି ପ୍ରଦାନ କରୁଥିବା କୁହାଯାଉଛି।
ସମିତି ଗଠନ ହେବା ପରଠାରୁ ପ୍ରତ୍ୟେକ ବର୍ଷ ୧୦ ହଜାର ଅନୁଦାନ ହିସାବରେ ବର୍ଷକୁ ୮୬ଟି ସମିତିକୁ ୮ଲକ୍ଷ ୬୦ହଜାର ଟଙ୍କା ଅନୁଦାନ ପ୍ରଦାନ କରାଯାଇଛି। ସେହିପରି ଭାବେ ୧୧ ବର୍ଷରେ ୯ କୋଟି ୪ ଲକ୍ଷ୬୦ ହଜାର ଟଙ୍କା ଅନୁଦାନ ପ୍ରଦାନ କରାଯାଇଛି। କିନ୍ତୁ କୌଣସି ହେଲେ ଗଁା କଲ୍ୟାଣ ସମିତି ଆଖିଦୃଶିଆ କାର୍ଯ୍ୟ କରିନାହାନ୍ତି। ଏପରି କି ଗଁ। କଲ୍ୟାଣ ସମିତି ବିଷୟରେ ସାଧାରଣ ଲୋକେ ଜାଣିନାହାନ୍ତି। ସେହିପରି ଗଁ। କଲ୍ୟାଣ ସମିତି ମାଧ୍ୟମରେ ନିର୍ମାଣ କରାଯାଉଥିବା ସ୍ବାସ୍ଥ୍ୟ କାନ୍ଥରେ ପ୍ରତ୍ୟେକ ଦିନ ସ୍ବସ୍ଥ୍ୟା ଭତ୍ତିକ ତଥ୍ୟ ଲେଖା ହେବାର ନିୟମ ରହିଥିବା ବେଳେ ତାହା ମଧ୍ୟ କରାଯାଉ ନାହିଁ। ତେଣୁ ଗଁ। କଲ୍ୟାଣ ସମିତିର ଏତାଦୃଶ କାର୍ଯ୍ୟ ଦେଖିଲେ ସମିତି ଗୁଡିକ ଠିକ ଭାବେ କାର୍ଯ୍ୟ କରୁ ନ ଥିବା ସ୍ପଷ୍ଟ ବାରି ହୋଇପଡ଼ୁଛି। ଏଥିପ୍ରତି ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ଦାବି ହୋଇଛି। ଏ ସମ୍ପର୍କରେ ନାଉଗଁ। ସ୍ବସ୍ଥ୍ୟକେନ୍ଦ୍ରର ବିପିଏମୟୁ ଚନ୍ଦ୍ରଶେଖର ପଟ୍ଟନାୟକଙ୍କୁ ପଚାରିବାରେ ସେ କହିଥିଲେ, ଗଁ। କଲ୍ୟାଣ ସମିତଗୁଡ଼ିକୁ ପ୍ରତିବର୍ଷ ଅନୁଦାନ ପ୍ରଦାନ କରାଯାଉଛି। ସେମାନେ ନିୟମ ଅନୁସାରେ କାର୍ଯ୍ୟ କରିବା ସହ ୟୁସି ପ୍ରଦାନ କରୁଛନ୍ତି। ତେଣୁ କୌଣସି ଅବହେଳା ହେଉ ନ ଥିବା ପ୍ରକାଶ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିଳମ୍ବିତ ରାତିରେ କୋରାପୁଟରେ ଭୂକମ୍ପ ଝଟ୍‌କା: ଭୟଭୀତ ଅବସ୍ଥାରେ ଘରୁ ବାହାରି ଆସିଲେ ଲୋକେ

କୋରାପୁଟ/ପଟ୍ଟାଙ୍ଗି, ୪।୪(ଅମିତାଭ ବେହେରା/ ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ସଦର ମହକୁମା ସମେତ ଆଖପାଖ ଅଞ୍ଚଳରେ ଶନିବାର ମୃଦୁ ଭୂକମ୍ପ ଅନୁଭୂତ ହୋଇଛି।…

ଗୁଜରାଟକୁ ହରାଇ ରାଜସ୍ଥାନର ଦ୍ୱିତୀୟ ବିଜୟ

ଅହମଦାବାଦ,୪ା୪: ଯଶସ୍ୱି ଜୟସ୍ୱାଲ ଓ ଧ୍ରୁବ ଜୁରେଲଙ୍କ ଅର୍ଦ୍ଧଶତକ ପରେ ରବି ବିଷ୍ଣୋଇଙ୍କ ୪ ଉଇକେଟ ସଫଳତା ଯୋଗୁ ରାଜସ୍ଥାନ ରୟାଲ୍ସ ୬ ରନରେ ଗୁଜରାଟ ଟାଇଟନ୍ସକୁ…

ମହେନ୍ଦ୍ରଗିରିରେ ଭୟଙ୍କର ଦୁର୍ଘଟଣା: ଘାଟିରେ ଓଲଟିଲା ପାଣି ଟ୍ୟାଙ୍କର ଟ୍ରାକ୍ଟର, ଚାଲିଗଲା ହେଲ୍‌ପରଙ୍କ ଜୀବନ, ଚାଳକ…

ଗଜପତି, ୪ା୪(ଗିରିଧାରୀ ପରିଛା): ଗଜପତି ଜିଲା ଗାରାବନ୍ଧ ଥାନା ରାୟଗଡ଼ ବ୍ଲକ ଅନ୍ତର୍ଗତ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ମହେନ୍ଦ୍ରଗିରିରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ପାଣି ବୋଝେଇ…

ଛତ୍ରପୁରରେ ଜିଲାସ୍ତରୀୟ ପ୍ରବେଶ ଉତ୍ସବ: ଜିଲାପାଳ କଲେ ଖଡ଼ିଛୁଆଁ, ଶିକ୍ଷାବର୍ଷର ଶୁଭାରମ୍ଭ…

ଛତ୍ରପୁର, ୪।୪ (ଦିଲ୍ଲୀପ ସାମଲ): “ଆସରେ ଆସ ସ୍କୁଲ ଯିବା, ସାଙ୍ଗ ପିଲାଙ୍କ ସାଙ୍ଗେ ପାଠ ପଢ଼ିବା”ଏହି ନାରା ସହ ଗଞ୍ଜାମ ଜିଲ୍ଲାରେ ଆଜିଠାରୁ ନୂତନ ଶିକ୍ଷାବର୍ଷର…

ମଦ ପିଇ ବସ୍‌ ଚଳାଉଥିଲେ ଡ୍ରାଇଭର, ବ୍ରେଥ୍‌ ଆନାଲାଇଜର୍‌ରେ ଯାଞ୍ଚ କରି ଧରିଲା ପୋଲିସ, ଡିଏଲ୍‌ ସସ୍‌ପେଣ୍ଡ ସହ…

ଛତ୍ରପୁର, ୪।୪(ଦିଲୀପ ସାମଲ): ଯାତ୍ରୀଙ୍କ ଜୀବନ ସହ ଖେଳୁଥିବା ଜଣେ ଦାୟିତ୍ୱହୀନ ବସ୍‌ ଚାଳକଙ୍କୁ ଧରିଛି ପୋଲିସ। ନିଶାଶକ୍ତ ଅବସ୍ଥାରେ ବସ ଚଳାଇବା ଅଭିଯୋଗରେ ଗାଡ଼ି ଜବତ…

ମୁମ୍ୱାଇକୁ ହରାଇଲା ଦିଲ୍ଲୀ

ନୂଆଦିଲ୍ଲୀ,୪ା୪: ସମୀର ରିଜ୍‌ଭୀଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ଶନିବାର ଅପରାହ୍ନରେ ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ ମୁମ୍ୱାଇ ଇଣ୍ଡିଆନ୍ସ (ଏମ୍‌ଆଇ)କୁ ୬ ଉଇକେଟରେ ପରାସ୍ତ…

ଫାସଡ୍‌ ଶୁକତେଲ ନଦୀ ପୋଲତଳକୁ ଖସିଲା ସିମେଣ୍ଟ ବୋଝେଇ ଟ୍ରକ: ଚାଲିଗଲା ଡ୍ରାଇଭରଙ୍କ ଜୀବନ, ହେଲ୍‌ପର…

ବଲାଙ୍ଗୀର,୪।୪(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲାରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ୨୬ ନମ୍ବର ଜାତୀୟ ରାଜପଥ ଲୋଇସିଂହା ଥାନା ଅନ୍ତର୍ଗତ ଫାସଡ୍‌ ଶୁକତେଲ ନଦୀ…

ୟୁକ୍ରେନ୍‌ ଉପରେ ରୁଷିଆର ଡ୍ରୋନ୍‌ ଆକ୍ରମଣ, ପୁଣି ବଢ଼ାଇଲା ଚିନ୍ତା…

କିଭ୍‌,୪ା୪: ୟୁକ୍ରେନ୍‌ର ନିକୋପୋଲ୍‌ ସହର ଅନ୍ତର୍ଗତ ଏକ ବଜାର ଉପରେ ଶନିବାର ରୁଷିଆ ଡ୍ରୋନ୍‌ ମାଡ଼ କରିବାରୁ ଅନୂ୍ୟନ ୫ ଜଣଙ୍କ ମୃତ୍ୟୁ ଘଟିବା ସହ ୧୯ଜଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri