Categories: ଜାତୀୟ

କର୍ନାଟକରେ ୧୨ ଜୁନ୍‌ରେ ହେବ କ୍ୟାବିନେଟ ସମ୍ପ୍ରସାରଣ

ବେଙ୍ଗାଲୁର,୮।୬: କର୍ନାଟକରେ ଆସନ୍ତା ୧୨ ଜୁନ୍‌ରେ କ୍ୟାବିନେଟ୍‌ ସମ୍ପ୍ରସାରଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଏଚ୍‌ଡି କୁମାରସ୍ବାମୀ ସୂଚନା ଦେଇଛନ୍ତି। ଏଥିଲାଗି ସେ ୧୨ ତାରିଖରେ ହିଁ ରାଜ୍ୟପାଳଙ୍କୁ ସକାଳ ୧୧ଟା ୩୦ରେ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି।

Share