କରୋନା ତାଣ୍ଡବ: ମୃତ୍ୟୁ ସଂଖ୍ୟା ଟପିଲା ୫୯ ହଜାର; ୧୦ ଲକ୍ଷ ୯୮ ହଜାର ସଂକ୍ରମିତ

ୱାଶିଂଟନ, ୪ ।୪: ପୃଥିବୀରେ କରୋନ ସଂକ୍ରମଣ ଯୋଗୁ ଆତଙ୍କ ସୃଷ୍ଟି ହୋଇଛି । ଇତିମଧ୍ୟରେ କରୋନା ସଂକ୍ରମଣ ଯୋଗୁ ୫୯ ହଜାର ୧୪୧ ଲୋକଙ୍କ ମୃତ୍ୟୁ ଘଟିଥିବାବେଳେ ସଂକ୍ରମିତଙ୍କ ସଂଖ୍ୟା ୧୦ ଲକ୍ଷ ୯୮ ହଜାର ଛୁଇଁଛି । ସେହିପରି ଶନିବାର ସୁଦ୍ଧା ୨ ଲକ୍ଷ ୨୮ ହଜାର ୪୦୫ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । କରୋନାର ମୁକାବିଲା ପାଇଁ ପୃଥିବୀର ବିଭିନ୍ନ ବିକଶିତ ରାଷ୍ଟ୍ର ପକ୍ଷରୁ ଊଦ୍ୟମ ଜାରି ରହିଛି ।

Share