କରନ ଜୋହରଙ୍କ ଘରେ ପଶିଲା କରୋନା

ବଲିଉଡ୍‌ ନିର୍ଦ୍ଦେଶକ ତଥା ପ୍ରଯୋଜକ କରଣ ଜୋହରଙ୍କ ଘରେ କରୋନା ପ୍ରବେଶ କରିଛି। ତାଙ୍କ ଘରେ କାମ କରୁଥିବା ଦୁଇ କର୍ମଚାରୀ କରୋନାରେ ସଂକ୍ରମିତ ହୋଇଥିବା ଜଣାପଡିଛି। ବିଏମସି ପକ୍ଷରୁ ତାଙ୍କ ଘର ପାଖ ସାନିଟାଇଜ୍‌ କରାଯାଇଛି। ତେବେ ଏହି ଦୁଇ କର୍ମଚାରୀ କାହା ସହ ମିଶିଥିଲେ ତାହାର ସମୀକ୍ଷା ଆରମ୍ଭ ହୋଇଯାଇଛି। କରୋନା ଯୋଗୁ ଫିଲ୍ମ ଶୁଟିଂ ବନ୍ଦ ଥିବାବେଳେ ଅଭିନେତା ଅକ୍ଷୟ କୁମାର ଫିଲ୍ମ ଷ୍ଟୁଡିଓ ଭିତରେ ଶୁଟିଂ ଆରମ୍ଭ କରିଛନ୍ତି।

Share