କ’ଣ କରୁଛନ୍ତି ପରିଣୀତି

ପରିଣୀତି ଚୋପ୍ରା ଏବେ କ’ଣ କରୁଛନ୍ତି ? ଯେହେତୁ ଶୁଟିଂ ନାହିଁ ସେ ନିଶ୍ଚୟ ପରିବାର ସହ ସମୟ କଟାଉଥିବେ। ହେଲେ ଏହି ବ୍ରେକ୍‌ ସମୟରେ ସେ ଫରେନ୍‌ ଟୁରରେ ଅଛନ୍ତି। ଅର୍ଥାତ୍‌, ବର୍ତ୍ତମାନ ପରିଣୀତି ଅଷ୍ଟ୍ରିଆରେ ଡେରା ପକାଇଛନ୍ତି। ସେଠାକାର ଟୁରିଷ୍ଟ ସ୍ପଟ୍‌ ବୁଲି ତାହାର ମଜା ନେଉଛନ୍ତି। ନିକଟରେ ସେ ଫରେନ ଟୁର୍‌ର କିଛି ଫଟୋ ସୋସିଆଲ ମିଡିଆରେ ଅପଲୋଡ୍‌ କରିଛନ୍ତି, ଯାହା ବେଶ୍‌ ଭାଇରାଲ ହୋଇଛି।

Share