କଟକଣା ଭିତରେ ରଜ ପାଳନ

ଖଇରା, ୧୬।୬(ଡି.ଏନ.ଏ.)-ବାଲେଶ୍ୱର ଜିଲା ଅଧୀନ ଖଇରା ବ୍ଲକରେ ରଜ କଟକଣା ମଧ୍ୟରେ ପାଳନ କରାଯାଉଛି ା ଝିଅମାନେ ସାମାଜିକ କଟକଣା ମଧ୍ୟରେ ଦୋଳି ଖେଳୁଥିବା ବେଳେ ଅଳତା ମେହେନ୍ଦିରେ ସଜେଇ ହେଉଥିବାର ଦେଖିବାକୁ ମିଳୁଛି ା ଲୋମାନେ ଘରେ ପିଠାପଣାର ଆନନ୍ଦ ନେଉଛନ୍ତି ା ସେହିଭଳି ବ୍ଲକର ଭୁଆଁଳଗଡିଆ, ସିମୁଳିଆ, ନଛିପୁର, ନହଙ୍ଗ ଆଦି ସ୍ଥାନରେ ବିନା ଗହଳିରେ ପୂଜା ଯଥାରିତି ନୀତିରେ ସମ୍ପର୍ଣ୍ଣ ହେଉଛି ା