ଓଡ଼ିଶା: ଆଜିର ଫଟୋ


ଲକଡାଉନ ୩.୦ର ଶେଷ ଦିନରେ ରାଜଧାନୀ ଭୁବନେଶ୍ୱରର କିଛି ଦୃଶ୍ୟ

 

ସାବିତ୍ରୀ ବ୍ରତ ଉପଲକ୍ଷେ କଟକ ଛତ୍ରବଜାର ଫଳ ମାର୍କେଟରେ ଏକ ନଡ଼ିଆ ଟ୍ରକ ଖଲାସ କରାଯାଉଛି

 

କଟକର ଯୋବ୍ରା ନିକଟରେ କିଛି ଶ୍ରମିକ ଟାଣ ଖରାରେ ବିଦ୍ୟୁତଖୁଣ୍ଟରେ ବସି ମରାମତି କରୁଛନ୍ତି

 

କଟକ ମାତୃଭବନ ନିକଟରେ ଥିବା ପରିବା ବଜାରରେ ପ୍ରବଳ ଭିଡ଼

 

ଭୁବନେଶ୍ୱର ଜୟଦେବବିହାର ରାସ୍ତାରେ ତାମିଲନାଡ଼ୁରୁ ଆସିଥିବା ପ୍ରବାସୀଙ୍କୁ ଜଣେ କମିଶନରେଟ ପୋଲିସ କର୍ମଚାରୀ ଶୋଷ ମେଣ୍ଟାଇବା ଲାଗି ପିଇବା ପାଣି ଦେଉଛନ୍ତି

 

କଟକ ତଳଦଣ୍ଡା କେନାଲରେ ବତକମାନେ ବିଚରଣ କରୁଛନ୍ତି

 

ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ଅଞ୍ଚଳରେ ଜଣେ ବ୍ୟକ୍ତି ଜାଲ ତିଆରି କରୁଛନ୍ତି


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା: ଆଜିର ଫଟୋ (୨୪ ଏପ୍ରିଲ, ୨୦୨୪)

 କଟକ ନେତାଜୀ ବସ ଟର୍ମିନାଲ

ଓଡ଼ିଶା: ଆଜିର ଫଟୋ (୨୩ ଏପ୍ରିଲ, ୨୦୨୪)

କଟକ ଚୌଧୁରୀ ବଜ଼ାର ମଠ ସାହି ଠାରେ ଚୈତ୍ର ପୂର୍ଣ୍ଣିମାରେ ଅନୁଷ୍ଠିତ ଝାମୁ ଯାତ୍ରା       ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଆଇ.ଏସ୍.ଏଲ୍ ସେମିଫାଇନାଲ୍...

ଓଡ଼ିଶା: ଆଜିର ଫଟୋ (୨୨ ଏପ୍ରିଲ, ୨୦୨୪)

ମାତା ମଠ ରିଙ୍ଗରୋଡ ପାର୍ଶ୍ୱରେ ତାଳସଯ କିଣି ଖାଉଥିବା ଲୋକମାନେ

ଓଡ଼ିଶା: ଆଜିର ଫଟୋ (୨୧ ଏପ୍ରିଲ, ୨୦୨୪)

ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପରେ ସୂର୍ଯ୍ୟଜ୍ୟୋତି କଳା କେନ୍ଦ୍ର ଦ୍ୱିତୀୟ ବାର୍ଷିକ ଉତ୍ସବ ଅବସରରେ ଶିଳ୍ପୀ ମାନେ ଓଡିଶୀ ନୃତ୍ୟ ପରିବେଷଣ କରୁଛନ୍ତି      ...

ଓଡ଼ିଶା: ଆଜିର ଫଟୋ (୨୦ ଏପ୍ରିଲ, ୨୦୨୪)

ଭୁବନେଶ୍ୱର ଭଞ୍ଜକଳା ମଣ୍ଡପରେ ପପ୍ ଚିକ୍ ଡ୍ୟାନ୍ସ ଏକାଡେମୀର ବାର୍ଷିକ ଉତ୍ସବ ଅବସରରେ ରାଜ୍ୟସ୍ତରୀୟ ନୃତ୍ୟ ପ୍ରତିଯୋଗିତା     ପ୍ରଚଣ୍ଡ ଖରାରେ ଡ୍ୟୁଟି କରୁଥିବା...

ଓଡ଼ିଶା: ଆଜିର ଫଟୋ (୧୯ ଏପ୍ରିଲ, ୨୦୨୪)

ରାଜଧାନୀ ଭୁବନେଶ୍ୱରରେ ପ୍ରବଳ ଖରା ମା ବାସନ୍ତୀ ଦୁର୍ଗା ମୁର୍ମୟୀ ପ୍ରତିମାଙ୍କୁ ଦେବୀଗଡା କାଠଯୋଡ଼ି ନଦୀତଟରେ ବିସର୍ଜନ ପାଇଁ ଶୋଭାଯାତ୍ରାରେ ନିଆଯାଉଛି  

ଓଡ଼ିଶା: ଆଜିର ଫଟୋ (୧୮ ଏପ୍ରିଲ, ୨୦୨୪)

ଖରାକୁ ନାହିଁ ଖାତିର: ଭୁବନେଶ୍ୱରରେ ପ୍ରବଳ ଖରା ସାଙ୍ଗକୁ ଗୁଳୁଗୁଳି ଅନୁଭୂତ ହେଉଥିବା ସତ୍ତ୍ୱେ ଖରାବେଳେ ମୁଣ୍ଡରେ ପଗଡ଼ି ବାନ୍ଧି ସାଇକେଲରେ ଯାଉଛନ୍ତି ଜଣେ ବୟସ୍କ...

ଓଡ଼ିଶା: ଆଜିର ଫଟୋ ( ୧୭ ଏପ୍ରିଲ, ୨୦୨୪ )

  ଭୁବନେଶ୍ୱର ରାମମନ୍ଦିର ପରିସରରେ ରାମ ନବମୀ ପାଳନ     ଭୁବନେଶ୍ୱରରେ ପ୍ରବଳ ଖରା ଓ ଗରମ     କଟକରେ ପୁରୀ ରଥ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri