ଓଡ଼ିଶା: ଆଜିର ଫଟୋ

ଦରଘାବଜାର ସ୍ଥିତ କ୍ୟୁଡମ୍‌-ଇ-ରସୁଲ ବନ୍ଦ ଥିବା ବେଳେ କରୋନା କଟକଣାକୁ ମାନି ପବିତ୍ର ଇଦ୍‌-ଉଲ୍‌-ଫିତର ପାଳନ ଅବସରରେ ମୁସଲମାନଧର୍ମୀ ବ୍ୟକ୍ତି ନମାଜ ପାଠ କରୁଛନ୍ତି।

ସରକାରଙ୍କ ନିୟମକୁ ଫୁ: ଅଟୋରେ ୨ଜଣଙ୍କ ସ୍ଥାନରେ ୩ଜଣ ଯାଉଛନ୍ତି।

କଟକ ରୋଡରେ ମଦଦୋକାନ ଆଗରେ ପୋଲିସ ଗାଡ଼ି ଗଲା ପରେ ଦୋକାନ ସମ୍ମୁଖରେ ନାହିଁ ନ ଥିବା ଭିଡ଼।

ଭୁବନେଶ୍ୱରରେ ଆଜିଠାରୁ ଅଟୋ ଚଳାଚଳ ଆରମ୍ଭ ହୋଇଛି।

ସୁନ୍ଦରପଦା ଆଜାଦ ନଗର ମସ୍‌ଜିଦକୁ ପୋଲିସ ଜଗିଛନ୍ତି।