ଓଡ଼ିଶା: ଆଜିର ଫଟୋ

ବାତ୍ୟା ‘ଅମ୍ପନ’ ଯୋଗୁଁ ଉପକୂଳବର୍ତ୍ତୀ ଅଞ୍ଚଳ ସମେତ ରାଜ୍ୟର ଅନେକ ସ୍ଥାନରେ ଭୀଷଣ ବର୍ଷା ଓ ପବନ ଅନୁଭୂତ ହୋଇଛି

 

ବାତ୍ୟା ‘ଅମ୍ଫନ’ ପ୍ରଭାବରେ କଟକ, ଭୁବନେଶ୍ୱର ସମେତ ରାଜ୍ୟର ଅନେକ ଅଞ୍ଚଳରେ ବହୁ ମୂଲ୍ୟବାନ ଗଛ ଉପୁଡିଯାଇଛି

 

 

ବାତ୍ୟା ‘ଅମ୍ଫନ୍’ ପ୍ରଭାବରେ ଭଦ୍ରକ ଜିଲା ଧାମରାରେ ପ୍ରବଳ ବେଗରେ ପବନ ବହିଛି

 

ବାତ୍ୟା ‘ଅମ୍ଫନ୍’ ପ୍ରଭାବରେ ହୋଇଥିବା ବର୍ଷା ଯୋଗୁଁ ରାଜଧାନୀର ଅନେକ ରାସ୍ତା ଜଳାର୍ଣ୍ଣବ

ପ୍ରବଳ ବର୍ଷା ସତ୍ୱେ ରାସ୍ତା ପାର୍ଶ୍ବରେ ବିତୁଛି ଜୀବନ

 

କଟକ ତୁଳସୀପୁର ହରିଣ ପାର୍କରେ ଥିବା ହରିଣମାନେ ବାତ୍ୟା ଯୋଗୁଁ ଆତଙ୍କିତ

ବର୍ଷା ଛାଡିବା ପରେ ବେପାର ଲାଗି କଟକ ନୟାସଡ଼କରେ  ଜଣେ ଫଳ ବ୍ୟବସାୟୀ

ପୁରୀ ଶ୍ରୀମନ୍ଦିରର ସାନ୍ଧ୍ୟକାଳୀନ ଦୃଶ୍ୟ