ଓଡ଼ିଶା: ଆଜିର ଫଟୋ (ମେ ୩୧, ୨୦୨୦)

ପୁରୀରେ ଆଗେଇ ଚାଲିଛି ରଥ କାମ

 

ଭୁବନେଶ୍ୱରରେ ହେଲମେଟ ପିନ୍ଧି ନ ଥିବା ଲୋକଙ୍କୁ ଯାଞ୍ଚ କରୁଛନ୍ତି ପୋଲିସ

 

ରାସ୍ତା କଡ଼ରେ ଜୀବନ: ପ୍ରବଳ ଖରା ଯୋଗୁ କଟକ ରେଳଷ୍ଟେଶନ ନିକଟ ଗଛ ଛାଇରେ ବିଶ୍ରାମ ନେଉଛନ୍ତି ମହିଳା

 

ଖରାକୁ ନାହିଁ ଖାତିର: ଭୁବନେଶ୍ୱରରେ ପ୍ରବଳ ଖରା ସତ୍ତ୍ୱେ ଲୋକମାନେ ଜରୁରୀ କାମପାଇଁ ବାହାରକୁ ଆସିଛନ୍ତି

 

କଟକ ଦୋଳମୁଣ୍ଡାଇ ରାସ୍ତା ପାର୍ଶ୍ୱରେ ଗ୍ରାହକଙ୍କ ଅପେକ୍ଷାରେ ବୁଲା ବ୍ୟବସାୟୀ