ଓଡ଼ିଶା: ଆଜିର ଫଟୋ (ଜୁନ୍ ୨, ୨୦୨୦)

ଭୁବନେଶ୍ୱରର ମେଘାଛନ୍ନ ଆକାଶ

 

 ମୋବାଇଲରେ ଅନଲାଇନ ପାଠ ପଢୁଛନ୍ତି କଟକ ବିଡାନାସୀର ଜଣେ ଶିଶୁ

 

କଟକ ଦୋଳମୁଣ୍ଡାଇରେ ଆଗେଇ ଚାଲିଛି ରଥ ପ୍ରସ୍ତୁତି

 

ନିଜ ଖାଦ୍ୟ ସଂଗ୍ରହ କରୁଛି ଗୁଣ୍ଡୁଚି

 

କଟକ ଯୋବ୍ରା ନିକଟ ମହାନଦୀରେ  ମିଶୁଛି ନର୍ଦ୍ଦମା ପାଣି