ଓଡ଼ିଶା: ଆଜିର ଫଟୋ (ଜୁନ୍ ୨୨, ୨୦୨୦)

ଶ୍ରୀମନ୍ଦିରରୁ ତିନି ରଥକୁ ଆଜ୍ଞା ମାଳ ନିଆଯାଉଛି।

ସୁପ୍ରିମକୋର୍ଟ ପୁରୀରେ ରଥଯାତ୍ରା ପାଇଁ ଅନୁମତି ଦେବା ପରେ ମାଷ୍ଟରକ୍ୟାଣ୍ଟିନଠାରେ ଜନସାଧାରଣମାନେ ଖୁସି ମନାଉଛନ୍ତି।

ରଥଯାତ୍ରା ପାଇଁ ଅନୁମତି ନ ଦେବାକୁ ଅପିଲ କରିଥିବା ଆବେଦନକାରୀ ଓକିଲଙ୍କ ଘର ଉପରୁ ଅଣ୍ଡାମାଡ଼ ହେବା ପରେ ପୋଲିସ ମୁତୟନ ହୋଇଛନ୍ତି।

ନିଳାଦ୍ରି ଭକ୍ତ ନିବାସରେ ଅନୁଷ୍ଠିତ ବୈଠକରେ ପୋଲିସ ଡିଜିପି ଓ ମୁଖ୍ୟ ଶାସନ ସଚିବଙ୍କ ସମେତ ଅନ୍ୟ ଅଧିକାରୀମାନେ।