ଓଡ଼ିଶା: ଆଜିର ଫଟୋ ( ଜୁନ୍ ୧୭, ୨୦୨୦ )

ଆନ୍ଧ୍ରପ୍ରଦେଶରୁ ଆସିଥିବା କେତେ ଜଣ ପ୍ରବାସୀ ରାଜଧାନୀ ରାସ୍ତାରେ ଚାଲି ଚାଲି ଯାଉଛନ୍ତି

 

କଟକରେ ଜଣେ ବୟସ୍କ ବ୍ୟକ୍ତି ଛତା ମରାମତି କରୁଛନ୍ତି

 

ଭୁବନେଶ୍ୱର ଲୋୟର ପିଏମଜି ରାସ୍ତା ପାର୍ଶ୍ୱରେ ଡ୍ରେନ ମରାମତି କାର୍ଯ୍ୟ କରୁଥିବା ଶ୍ରମିକଙ୍କ ପାଖରେ ଶିଶୁଟିଏ ମାସ୍କ ପିନ୍ଧି ବସିଛି

କଟକରେ ଜଣେ ମହିଳା ବସୁଧାଙ୍କ ପୂଜା କରୁଛନ୍ତି

ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନ ଛକରେ ବିଏମସି ପକ୍ଷରୁ ଚାଲିଛି ମାସ୍କ ଚେକିଂ