ଓଡ଼ିଶା: ଆଜିର ଫଟୋ (ଜୁନ୍ ୧୪, ୨୦୨୦)

ମୌସୁମୀ ଜନିତ ଲଗାଣ ବର୍ଷାରେ ଭିଜିଲା ଶ୍ରୀକ୍ଷେତ୍ର

କଟକରେ ରଜ ମଉଜ

 

କଟକରେ ଜଣେ ବ୍ୟକ୍ତି ପାରାଙ୍କୁ ଖାଦ୍ୟ ଦେଉଛନ୍ତି

 

ଶଟଡାଉନ ଯୋଗୁ ଭୁବନେଶ୍ୱର ସହର ଶୂନଶାନ

 

କଟକରେ ଶଟ୍‌ଡାଉନ୍ ପ୍ରଭାବ