ଓଡ଼ିଶା: ଆଜିର ଫଟୋ ( ଅଗଷ୍ଟ ୧୯, ୨୦୨୦)

ରାଜଧାନୀରେ ଲଗାଣ ବର୍ଷା

ଅନୁଗୋଳରେ ରୋଇବା ଲାଗି ଧାନ ତଳି ନେଇ ଯାଉଛନ୍ତି ଚାଷୀ

କଟକ ଚାଉଳିଆଗଞ୍ଜରେ ଆହାର କରୁଛି ଗୁଣ୍ଡୁଚି

କଟକ ସିଡିଏରେ ସିମେଣ୍ଟ ପାଇପ ଉପରେ ପିଲା ମାରୁଛନ୍ତି ଡ଼ିଆଁ