ଓଲଟିଲା ପେଟ୍ରୋଲ ଟ୍ୟାଙ୍କର: ଲିକ୍‌ ହୋଇ ରାସ୍ତାରେ ପ୍ରବାହିତ

ଜୟପୁର,୧୭।୧୨ (ଡି.ଏନ୍‌.ଏ ): କୋରାପୁଟ-ଜୟପୁର ଘାଟି ୨୬ ନଂ. ଜାତୀୟ ରାଜପଥରେ ମଙ୍ଗଳବାର ଏକ ପେଟ୍ରୋଲ ଟ୍ୟାଙ୍କର ଓଲଟି ପଡିଛି। ଫଳରେ ପେଟ୍ରୋଲ୍‌ ଲିକ୍‌ ହୋଇ ରାସ୍ତାରେ ପ୍ରବାହିତ ଯୋଗୁ ଉଭୟ ପଟୁ ରାସ୍ତା ଅବରୋଧ କରାଯାଇଛି। ଏ ନେଇ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଛି।