ଓଡ଼ିଶା: ଆଜିର ଫଟୋ (୪ ଫେବୃଆରୀ , ୨୦୨୩ )

 

ପ୍ରଥମ ଓଡ଼ିଆ ଭାଷା ସମିଳନୀ ପାଇଁ କମିଶନରେଟ ପୋଲିସ ବିଲଡିଙ୍ଗ ରେ ପ୍ରଦର୍ଶିତ ଲେଜର ଲାଇଟ ସୋ

ଓୟୁଏଟି ଭେଟନରୀ ହକି ପଡିଆରେ ଓଡିଶା କେନେଲ କ୍ଲବ ପକ୍ଷରୁ ଡଗ ସୋ ରେ ଭାଗନେଇଥିବା ବିଭିର୍ନ ପ୍ରଜାତିର କୁକୁର