ଓଡ଼ିଶା: ଆଜିର ଫଟୋ (୩ ମେ, ୨୦୨୪)

ପ୍ରାଥୀ ମାନେ ନୋମିନେସନ କରିଯାଉଥିବା ବେଳେ ରାଜଧାନୀ ଭୁବନେଶ୍ୱର ର କଳ୍ପନା ଛକ ଠାରେ ପ୍ରବଳ ଟ୍ରାଫିକ ସମସ୍ୟାର ଦୃଶ୍ୟ

ପ୍ରୋସେସନ କରି ପ୍ରାଥୀମାନେ ସବ କଲେକ୍ଟର ଅଫିସକୁ ନୋମିନେସନ କରିବାକୁ ଯାଉଛନ୍ତି