ଓଡ଼ିଶା: ଆଜିର ଫଟୋ (୨୯ ଜାନୁଆରୀ , ୨୦୨୩ )

ରସୁଲଗଡ ଛକରେ ପ୍ରବଳ ଗହଳି

ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଆସିଥିବା ଶ୍ରଦ୍ଧାଳୁ ମାନେ ଶ୍ରୀ ଦାଣ୍ଡ ଦେଖିବା ସହ ମହାପ୍ରଭୁ ଙ୍କୁ ଦର୍ଶନ କରି ପରିକ୍ରମା ପ୍ରକଳ୍ପ ବୁଲି ଦେଖୁଛନ୍ତି