ଓଡ଼ିଶା: ଆଜିର ଫଟୋ (୧୮ ଜାନୁଆରୀ , ୨୦୨୩ )

ପିପିଲି ବାଇପାସରେ କାଁହୁପୁରୁପାଦ ଢିଅସାହିରେ ଜଣେଚାଷୀ ଧାନମଲକାରୀ ପବନରେ ଉଡାଇ ଧାନକୁ ପରିସ୍କାର କରୁଛନ୍ତି

ପିପିଲି ବାଇପାସରେ ବିଲରେ ଧାନ ବିଡା ସଂଗ୍ରହ ମେଲାକରି ଟ୍ରାକଟରରେ ଲଦୁଛନ୍ତି

ଚଳଚଞ୍ଚଳ ପରିକ୍ରମା ମାର୍ଗ