Categories: ଖେଳ

ଏହି କ୍ରିକେଟ ଖେଳାଳିଙ୍କୁ ଡେଟ୍‌ କରିବାକୁ ଚାହୁଁଛନ୍ତି ମିତାଲି ରାଜ୍‌

ଭାରତୀୟ ମହିଳା କ୍ରିକେଟ ଟିମ୍‌ର ଅଧିନାୟକ ମିତାଲି ରାଜଙ୍କ ପ୍ରଦର୍ଶନକୁ ନେଇ ବେଶ୍‌ ଚର୍ଚ୍ଚା ହୋଇଥାଏ। କିଛି ଦିନ ତଳେ ମିତାଲୀ ରାଜଙ୍କୁ ଏକ ସାକ୍ଷାତକାରରେ ପଚାରାଯାଇଥିଲା ଯେ, ଭାରତୀୟ କ୍ରିକେଟ ଟିମ୍‌ କେଉଁ ଖେଳାଳୀଙ୍କୁ ସେ ପସନ୍ଦ କରନ୍ତି ଓ କାହାକୁ ଡେଟ କରିବାକୁ ଚାହାନ୍ତି। ଏହାର ଉତ୍ତରରେ ମିତାଲି କହିଥିଲେ ଯେ, ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କୁ ସେ ବହୁତ ପସନ୍ଦ କରନ୍ତି ଓ ତାଙ୍କୁ ଡେଟ କରିବାକୁ ଚାହାନ୍ତି। ସଚିନଙ୍କ ଖେଲ ଦେଖି ମୁଁ ବଡ ହୋଇଛି ସେ ମୋର ଆଦର୍ଶ ବୋଲି ମିତାଲି କହିଛନ୍ତି।

Share