ଏଇ ଭାରତରେ

ଅଙ୍ଗଦାନ ମହାପୁଣ୍ୟ କୁହାଯାଉଥିଲେ ମଧ୍ୟ ଭାରତରେ ଏହାର ପ୍ରତିଶତ ଅନ୍ୟ ଦେଶ ତୁଳନାରେ କମ୍‌। ଏହାକୁ କିଭଳି ବୃଦ୍ଧି କରାଯାଇପାରିବ ଓ ଅଧିକ ସଂଖ୍ୟକ ଲୋକ ତାହାର ସୁବିଧା ନେଇପାରିବେ, ତାହା ସୁନିଶ୍ଚିତ କରିବା ଲାଗି ଡା. ସୁନିଲ ଶ୍ରୋଫଙ୍କ ପ୍ରଚେଷ୍ଟା ପ୍ରଶଂସନୀୟ। ସୁନିଲଙ୍କ ଜନ୍ମ ବିହାରର ସାହିବଗଞ୍ଜରେ। ସେ ଏମ୍‌ବିବିଏସ୍‌୍‌ ଡିଗ୍ରୀ ହାସଲ କରିବା ପରେ ଇଂଲଣ୍ଡରେ ଟ୍ରାନ୍ସପ୍ଲାଣ୍ଟ ସର୍ଜନ ଭାବେ ୧୨ ବର୍ଷ କାର୍ଯ୍ୟ କରିଥିଲେ। ଭାରତରେ ଅଙ୍ଗଦାନ ଓ ପ୍ରତିରୋପଣ ପ୍ରକ୍ରିୟାକୁ ତ୍ୱରାନ୍ବିତ କରିବା ସକାଶେ ସେ ଇଂଲଣ୍ଡରୁ ଚାକିରି ଛାଡ଼ି ଭାରତ ଚାଲି ଆସିଥିଲେ। ୧୯୯୭ରେ ମୋହନ ଫାଉଣ୍ଡେଶନ ଗଠନ କରି ତା’ ମାଧ୍ୟମରେ ଅଙ୍ଗଦାନ ଓ ପ୍ରତିରୋପଣ ତ୍ୱରାନ୍ବିତ କରୁଛନ୍ତି। ଶ୍ରୋଫ ଏବେ ମାଡ୍ରାସ ମେଡିକାଲ କଲେଜରେ ୟୁରୋଲୋଜି ଆଣ୍ଡ୍‌ ଟ୍ରାନ୍ସପ୍ଲାଣ୍ଟର ବରିଷ୍ଠ ଭାବେ କାର୍ଯ୍ୟ କରିବା ସହ ମୋହନ ଫାଉଣ୍ଡେଶନକୁ ପରିଚାଳନା କରୁଛନ୍ତି ଏବଂ ଏହା ମାଧ୍ୟମରେ ଏଯାବତ୍‌ ବାର୍ଷିକ ୧୬,୦୪୧ ଲୋକ ଅଙ୍ଗ ଗ୍ରହଣ କରୁଛନ୍ତି। ଏବେ ସୁଦ୍ଧା ଡା. ସୁନିଲ ଭବିଷ୍ୟତ ପାଇଁ ୨.୫ ମିଲିୟନ ଲୋକଙ୍କୁ ଅଙ୍ଗଦାନ ଲାଗି ପ୍ରେରିତ କରିସାରିଲେଣି। ଏହି ଅଭିଯାନରେ ସେ ୪,୦୦୦ କାଉନ୍‌ସିଲର ଏବଂ ୬୧,୦୦୦ରୁ ଅଧିକ ମେଡିକାଲ ପ୍ରଫେସନାଲଙ୍କୁ ଅଙ୍ଗଦାନ ସମ୍ପର୍କରେ ପ୍ରଶିକ୍ଷଣ ଦେଇସାରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଗାର୍ବେଜ କ୍ଲିନିକ୍‌ ବା ବର୍ଜ୍ୟ କ୍ଲିନିକ୍‌ କଥା ଶୁଣିଛନ୍ତି କି। ହଁ, ଏମିତିକା କ୍ଲିନିକ୍‌ ଚାଲିଛି ଦିଲ୍ଲୀରେ। ପ୍ରବୀଣ ନାୟକ ଇଞ୍ଜିନିୟରିଂ କ୍ୟାରିୟର ଛାଡ଼ି ଦିଲ୍ଲୀକୁ ସବୁଜ…

ଶିକ୍ଷକଙ୍କ ରୂପାନ୍ତରଣକାରୀ ଭୂମିକା

‘ଶିକ୍ଷା’ କେବଳ ଜ୍ଞାନର ହସ୍ତାନ୍ତରଣ ନୁହେଁ। ଏହା ମନ, ମସ୍ତିଷ୍କକୁ ଗଢ଼ି ତୋଳେ। କୌଶଳ ଉଦ୍ଭାବନ କରେ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସମ୍ଭାବନା ଓ କ୍ଷମତାର ବିକାଶ…

ପରମାଣୁ ଶକ୍ତିର ମୋହ

ପ୍ରାୟତଃ ଦୀର୍ଘ ଦିନ ଧରି ମଧ୍ୟ ପ୍ରାଚ୍ୟରେ ଯେଉଁ ସମସ୍ୟା ସୃଷ୍ଟି ହୋଇଛି ତାହାର ପ୍ରମୁଖ କାରଣ ତୈଳ, ଉଗ୍ରବାଦ, ଧର୍ମ କିମ୍ବା ରାଜନୈତିକ ଆଭିମୁଖ୍ୟ ନୁହେଁ…

ମାଷ୍ଟର ନାହାନ୍ତି

କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସ୍‌ଇ) ପକ୍ଷରୁ ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ନୂଆ ପାଠ୍ୟକ୍ରମ ଅଣାଯାଇଛି। ଛାତ୍ରୀଛାତ୍ରମାନେ ୩ଟି ଭାଷା ପଢ଼ିବାର ବ୍ୟବସ୍ଥା ହୋଇଥିବା ବେଳେ ସେଥିମଧ୍ୟରୁ…

ଏଇ ଭାରତରେ

ଜଳ ସଙ୍କଟ ଦୂର କରିବା ପାଇଁ ମଧ୍ୟପ୍ରଦେଶ ଉଜ୍ଜୟିନୀ ମ୍ୟୁନିସିପାଲ କର୍ପୋରେଶନ କମିଶନର ଅନଶୁଲ ଗୁପ୍ତାଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୧୨୫ ସ୍ବେଚ୍ଛାସେବୀଙ୍କ ସହାୟତାରେ ଉଜ୍ଜୟିନୀର ୟାମ୍‌…

ନୀରବତା ଏକ ମୃଗତୃଷ୍ଣା

ଜଡ! ତୁମେ ନିଷ୍କ୍ରିୟ ହୋଇ ପଡ଼ିରହିଛ। ତୁମକୁ ମଣିଷ ହୋଇ ବଞ୍ଚି ରହିବାର କୌଣସି ଅଧିକାର ନାହିଁ। ଅତିଶୟ ଅନ୍ୟାୟର ବଳୟରେ ସୁପ୍ତପ୍ରାୟ ତୁମ ଜୀବନ ଧିକ୍‌…

ସର୍ଜନଶୀଳ ଓଡ଼ିଶା

ଥିବୀର ଯେକୌଣସି ଗୌରବମୟ ସଂସ୍କୃତି ମଧ୍ୟରେ ଓଡ଼ିଆ ସଂସ୍କୃତି କେବଳ ଅନ୍ୟତମ ନୁହେଁ, ଅନନ୍ୟ। ଓଡ଼ିଆଙ୍କ ଜୀବନ ଦର୍ଶନ, ଚିନ୍ତା ଚେତନା,ଭାବଭାବନା ତଥା ଏ ଜାତିର କାରୁକାର୍ଯ୍ୟ,…

ଅନେକ ମେରୁ

ଯେତେବେଳେ ସାଧାରଣ ନାଗରିକ କୌଣସି ଯୁଦ୍ଧରେ ଏକତ୍ରିତ ହୋଇ ଲାଗିପଡ଼ନ୍ତି, ସେହି ଯୁଦ୍ଧ ସମ୍ପୂର୍ଣ୍ଣ ଭିନ୍ନ ରୂପ ନେଇଥାଏ। ତାହା ନାଗରିକଙ୍କ ଯୁଦ୍ଧ ପାଲଟିଯାଇଥାଏ; ଯେତେବେଳେ ନେତୃତ୍ୱ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri