ଏଇ ଭାରତରେ

ଧାନଚାଷ କେଉଁଠିି ହୁଏ ବୋଲି ଯାହାକୁ ପଚାରିବେ, ଉତ୍ତର ପାଇବେ ବିଲରେ ହୁଏ। କିନ୍ତୁ ଘର ଅଗଣାରେ ପ୍ଲାଷ୍ଟିକ ବୋତଲରେ ଧାନଚାଷ ହେଉଛି। ବିଶ୍ୱାସ ହେଉ ନ ଥିଲେ ବି ସତ। ଏମିତି ପଦ୍ଧତିରେ ଚାଷ କରୁଛନ୍ତି କେରଳ କୋଟ୍ଟାୟାମ ଜିଲାର ଟାଇଟସ୍‌ ଶାମ ଜୋଶେଫ ଓ ତାଙ୍କ ପନତ୍ୀ। ଲକ୍‌ଡାଉନ ସମୟରେ ଧାନଚାଷର ଏଭଳି ଏକ ଅଭିନବ ଉପାୟ ସେମାନଙ୍କ ମୁଣ୍ଡରେ ଢୁକିଥିଲା। ତାଙ୍କ ଆଖପାଖ ଅଞ୍ଚଳରେ କେହି ଧାନଚାଷ କରୁନଥିବାରୁ ସେମାନେ ଘର ଅଗଣାରେ ପ୍ଲାଷ୍ଟିକ ବୋତଲରେ ଚାଷ ଆରମ୍ଭ କରିଥିଲେ। ୧୭୫ଟି ମିନେରାଲ ଓ୍ବାଟର ବୋତଲ ସଂଗ୍ରହ କରି ସେଥିତ୍ରେ ଚାଷ କରିଛନ୍ତି। ତାହାକୁ ଲମ୍ବାଭାବରେ କାଟି ତଳ ଭାଗରେ ପାଣି ରଖିତ୍ବା ପରେ ଉପର ଭାଗକୁୁ ତଳକୁ ନୁଆଁଇ ଆଣି ସେଥିରେ ଗୋବର ଖତ ଓ ମାଟି ଭରି ଧାନଗଛ ଉତାରି ଗତ ମାସରେ ସେଥିରୁ ଧାନ ଅମଳ କରିଛନ୍ତି । ଏଥିରେ ସେମାନେ କୌଣସି କୀଟନାଶକ ବ୍ୟବହାର କରିନାହାନ୍ତି। ଦିନକୁ ଥରେ ସେମାନେ ପାଣି ଦେଉଥିଲେ। ଏହି ପଦ୍ଧତିରେ ଅଧିକ ଧାନ ନ ମିଳିଲେ ବି ପ୍ଲାଷ୍ଟିକ ବର୍ଜ୍ୟର ଉପଯୋଗ ହୋଇପାରିବ ବୋଲି କହନ୍ତି ୪୭ ବର୍ଷୀୟ ଟାଇଟସ। କେବଳ ଏତିକି ନୁହେଁ , ସେ ଅଗଣାରେ ପରିବା ଓ ମାଛଚାଷ କରୁଛନ୍ତି। ଦୁଇଟି କୁଣ୍ଡରେ ୭୦୦ ମାଛ ରଖିତ୍ଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଅସହାୟ ପିଲାଙ୍କ ଆଶାବାଡ଼ି ପୋର୍ତ୍ତିଆ ପୁଟାଟୁଣ୍ଡା। ସେ ତାଙ୍କ ପିତାଙ୍କ ସ୍ମୃତିରେ ଏକ ଆବାସିକ ସ୍କୁଲ ଖୋଲି ମାଗଣାରେ ପିଲାମାନଙ୍କୁ ପଢାଉଛନ୍ତି। ସେମାନଙ୍କୁ ଖାଦ୍ୟ, ଚିକିତ୍ସା, ପୋଷାକ…

ଅଦୃଶ୍ୟ ଈଶ୍ୱରଙ୍କ ଦୃଶ୍ୟ ପ୍ରତିମା

ଭୁ ଯିଶୁଖ୍ରୀଷ୍ଟ ଦୁଇ ହଜାରରୁ ଅଧିକ ବର୍ଷ ତଳେ, ରୋମୀୟ ସାମ୍ରାଜ୍ୟ ସମୟରେ, ନିଜର ପରିଚୟ ଓ ବ୍ୟକ୍ତିତ୍ୱକୁ ଖୋଲାଖୋଲି ଭାବେ ପ୍ରକାଶ କରିଥିଲେ। ତାଙ୍କ ବିରୋଧରେ…

ଜନଜାତୀୟ ଖେଳ ପ୍ରତିଭା: ଆମ ଜାତୀୟ ଗୌରବ

ମୁଁ  ଦେଖିଛି ଯେ ଆମ ଦେଶର ଗ୍ରାମାଞ୍ଚଳ ଓ ବନାଞ୍ଚଳରେ ପିଲାମାନେ ସେମାନଙ୍କ ଦୈନନ୍ଦିନ ଜୀବନର ଅଧିକାଂଶ ସମୟ ପ୍ରକୃତି କୋଳରେ ଅତିବାହିତ କରିଥା’ନ୍ତି। ସେମାନେ ପ୍ରାକୃତିକ…

ଆଣବିକ ପ୍ରତିରୋଧ ଓ ମହାଶକ୍ତି

ଆଣବିକ ଅସ୍ତ୍ରଶସ୍ତ୍ର ଯୋଗୁ ମହାଶକ୍ତିଙ୍କ ମଧ୍ୟରେ ଯୁଦ୍ଧର ବିଜୟ ଅସମ୍ଭବ ହୋଇଯାଇଛି। ଅର୍ଥାତ୍‌ ମହାଶକ୍ତିଙ୍କ ନିକଟରେ ଏତେ ଅଣୁ ଅସ୍ତ୍ରଶସ୍ତ୍ର ରହିଛି ଯେ, ଯଦି ସେମାନଙ୍କ ମଧ୍ୟରେ…

ଏଇ ଭାରତରେ

ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଥରେ ଜଣେ ମହିଳା ଏକ ଅଳିଆଗଦା ନିକଟରେ…

ତଳ ଅଫିସର

ଆଜିର ଦିନରେ ସବୁଠି ଗହଳଚହଳ ଅଧିକ। ହାଟରେ ଯେମିତି ଘୋ ଘୋ, ନାହିଁ ନ ଥିବା ଭିଡ଼, ଠିକ୍‌ ସେମିତି ଭିଡ଼ ଦେଖାଯାଏ ସବୁଠି। ଟ୍ରେନ୍‌ରେ ଯାତ୍ରୀଙ୍କ…

ବିଶ୍ୱ ପାଇଁ ଚେତାବନୀ

ମଣିଷ ବିଜ୍ଞାନ-ସଭ୍ୟତାର ଶୀର୍ଷରେ ପହଞ୍ଚତ୍ଥିଲେ ମଧ୍ୟ ଯୁଦ୍ଧ ଓ ହିଂସାକୁ ଛାଡ଼ିପାରିନାହିଁ। ଏବେ ସମଗ୍ର ବିଶ୍ୱରେ ଯେମିତି ସଂଘର୍ଷ, ହିଂସା, ପ୍ରତିଶୋଧର ବାତାବରଣ ସୃଷ୍ଟି ହୋଇଛି ତାହା…

ଜୈନଧର୍ମରେ ମହିଳା

ଜୈନଧର୍ମରେ ୨୪ ସନ୍ନ୍ୟାସୀ (ତୀର୍ଥଙ୍କର)ଙ୍କ ପ୍ରଦର୍ଶିତ ପଥ ଜୈନଧର୍ମ ଅନୁସରଣ କରେ। ଜୈନଧର୍ମର ଶ୍ୱେତାମ୍ବର ବିଚାରରେ ପଶ୍ଚିମ ଭାରତରେ ପାର୍ଶ୍ୱନାଥ ଏବଂ ମହାବୀର ଯଥାକ୍ରମେ ୨୩ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri