ଏଇ ଭାରତରେ

ପବିତ୍ର ରାଖୀପୂର୍ଣ୍ଣମୀରେ କିଏ କେତେ ପ୍ରକାର ରାଖୀ ବାନ୍ଧିଲେ କିନ୍ତୁ ମହାରାଷ୍ଟ୍ରର ମିନାକ୍ଷୀ ଓ୍ବାକେଙ୍କ ବାଉଁଶ ତିଆରି ରାଖୀ ଥିଲା ସମ୍ପୂର୍ଣ୍ଣ ଭିନ୍ନ, ଆକର୍ଷଣୀୟ ତଥା ପରିବେଶ ଉପଯୋଗୀ। ବାଉଁଶ କାଠିକୁ ସୂତାରେ ବାନ୍ଧି ଏହାକୁ ତିଆରି କରିଛନ୍ତି। କେବଳ ରାଖୀ ନୁହେଁ ସେ ସ୍ବାଧୀନତା ଦିବସ ଉପଲକ୍ଷେ ତିଆରି କରୁୁଛନ୍ତି ବାଉଁଶର ତ୍ରିରଙ୍ଗା ଲକଟେ। ଛୋଟ ଛୋଟ ବାଉଁଶ କାଠିକୁ ବୁଣି ଛପା ଆକାରର କରିବା ପରେ ତାହାକୁ ରଙ୍ଗାଇଛନ୍ତି। ବାଉଁଶରେ ତ୍ରିରଙ୍ଗା ପତାକା କରିଛନ୍ତିି। ତାଙ୍କ ହାତ ତିଆରି ବାଉଁଶର ଗହଣା, ଟେବୁଲ ମ୍ୟାଟ ଓ ବାସ୍କେଟର ବି ଖୁବ୍‌ ଚାହିଦା ରହିଛି। ମିନାକ୍ଷୀ ରହନ୍ତି ଚାନ୍ଦପୁରରେ। ତାଙ୍କୁ ବର୍ତ୍ତମାନ ବୟସ ୨୯। ତାଙ୍କ ଅଞ୍ଚଳରେ ବାଉଁଶ ଶସ୍ତାରେ ଉପଲବ୍ଧ ହେଉଥିବାରୁ ୨୦୧୭ରେ ସେ ପ୍ରଥମେ ଏହି କାର୍ଯ୍ୟ ଆରମ୍ଭ କରିଥିଲେ। ଧୀରେ ଧୀରେ ତାଙ୍କ କଳାକୃତିର ଆଦର ବଢିବା ପରେ ସେ ତାଙ୍କ ବ୍ୟବସାୟକୁ ବଢ଼ାଇପାରିଛନ୍ତି। ଏବେ ଏହି ସବୁ ସାମଗ୍ରୀକୁ ସେ ‘ଅଭିସାର ଇନୋଭେଟିଭ’ ବ୍ରାଣ୍ଡ୍‌ରେ ବିକ୍ରି କରୁଛନ୍ତି। କରୋନା ମହାମାରୀ ସମୟରେ ସେ ସ୍ଥାନୀୟ ଅଞ୍ଚଳର ଗରିବ ମହିଳାମାନଙ୍କୁ ଏହିି କାମରେ ଲଗାଇଛନ୍ତି। ଚଳିତ ବର୍ଷ ସେ ୧୦,୦୦୦ ରାଖୀ ବିକ୍ରି କରିଛନ୍ତି। ଏହାପରେ ସ୍ବାଧୀନତା ଦିବସ ପାଇଁ ୩୦୦୦ ଲକେଟ ତିଆରି କରି ବିକ୍ରି କରିବାକୁ ଲକ୍ଷ୍ୟ ରଖିଛନ୍ତି। ମିନାକ୍ଷୀଙ୍କ ସମ୍ପର୍କରେ ଜାଣିବା ପରେ ମୁମ୍ବାଇର ଲତା ମେନନ ଏକାକୀ ୭୦୦ ରାଖୀ କଣିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମହାରାଷ୍ଟ୍ରର ୨୦୪ଟି ମରୁଡ଼ିପ୍ରବଣ ଗାଁରେ ଜଳ ସଙ୍କଟ ଦୂର କରିବାକୁ ପ୍ରୟାସ ଜାରି ରଖିଛନ୍ତି ପୂର୍ବତନ ଭାରତୀୟ ରାଜସ୍ବ ଅଧିକାରୀ (ଆଇଆର୍‌ଏସ୍‌) ଉଜ୍ଜ୍ୱଳ କୁମାର ଚଭନ।...

ମୋବାଇଲ ସ୍କ୍ରିନ୍‌ ଆସକ୍ତି

କାଳେ ନିଦରୁ ଉଠିବାରୁ ଆରମ୍ଭ କରି ରାତିରେ ଶୋଇବା ପର୍ଯ୍ୟନ୍ତ, ଆଖି ସବୁଠାରୁ ଅଧିକ ଯେଉଁ ବସ୍ତୁଟିକୁ ଦେଖୁଛି, ତାହା ହେଉଛି ଆମ ମୋବାଇଲ୍‌ ସ୍କ୍ରିନ୍‌।...

ଗଣତନ୍ତ୍ର କାହିଁକି ଦୋଷୀ ହେବ

ସନ ପଦ୍ଧତି ମଧ୍ୟରୁ ଗଣତନ୍ତ୍ର ହିଁ ସର୍ବୋତ୍କୃଷ୍ଟ। ଗଣତନ୍ତ୍ର ଶାସନର ଅର୍ଥ ଗଣଙ୍କର ଶାସନ, ନିଜକୁ ଶାସନ କରିବା। ହେଲେ ଏଥିରେ ଜନତାର ଶାସନ ପ୍ରତ୍ୟକ୍ଷ...

ବାଂଲାଦେଶ ପରେ ବର୍ମା

ପ୍ରାୟ ଦେଢ଼ ବର୍ଷ ପରେ ପୁଣି ବାଂଲାଦେଶ ଅଶାନ୍ତ ହୋଇପଡ଼ିଛି। ଏବର ଅସ୍ବାଭାବିକ ସ୍ଥିତି ସେଠାକାର ଉଗ୍ର ଯୁବ ନେତା ଶରିଫ୍‌ ଓସ୍‌ମାନ ହାଦିଙ୍କୁ ଅଚିହ୍ନା...

ଏଇ ଭାରତରେ

ସୁନ୍ଦରବନର ହେନ୍ତାଳବନରେ ମହୁ ସଂଗ୍ରହ କରିବାକୁ ଯାଇ ଅନେକ ପୁରୁଷ ବାଘ ଆକ୍ରମଣ ଯୋଗୁ ମୃତ୍ୟୁମୁଖରେ ପଡ଼ନ୍ତି। ଏହିସବୁ ମୃତ ପୁରୁଷଙ୍କ ବିଧବା ସ୍ତ୍ରୀଙ୍କୁ କୁହାଯାଉଛି...

ଶିଷ୍ଟାଚାରର ଅଧଃପତନ

ର୍ଘବର୍ଷର ପରାଧୀନତା ଆମ ସମାଜ ତଥା ସାମାଜିକ ଆଚାର ବ୍ୟବହାର ଉପରେ ଏତେ ପ୍ରଭାବ ପକାଇଛି ଯେ, ତାହା ସ୍ୱାଧୀନତାର ଅର୍ଦ୍ଧଶତାବ୍ଦୀ ପରେ ମଧ୍ୟ ସୁଧୁରିବାର...

ନୂଆ ନଁାରେ ପୁରୁଣା କୋଠା

କଭବନ ସ୍ୱଚ୍ଛତା, ସୁଗମତା ଏବଂ ପ୍ରଶାସନ ଓ ଲୋକଙ୍କ ମଧ୍ୟରେ ଏକ ଗଭୀର ସମ୍ପର୍କର ପ୍ରତୀକ। ଏହି ପଦକ୍ଷେପ ନାଗରିକମାନଙ୍କୁ ସଶକ୍ତ, ଶାସନ ବ୍ୟବସ୍ଥାକୁ ସୁଦୃଢ଼...

କେବଳ ବାହାନା

ଡିସେମ୍ୱର ୧୭ରେ ୱାୟାନାଡ ସାଂସଦ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ବିକଶିିତ ଭାରତ ଗ୍ୟାରେଣ୍ଟି ଫର୍‌ ରୋଜଗାର ଆଣ୍ଡ୍‌ ଆଜୀବିକା ମିଶନ ବିଲ୍‌, ୨୦୨୫ ଉପରେ ପରାମର୍ଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri