Categories: ଜାତୀୟ

ଉମେଶ ସିହ୍ନା ହେଲେ ନିର୍ବାଚନ ଉପ କମିଶନର

ନୂଆଦିଲ୍ଲୀ,୩୧ା୧୨(ପି.ଟି.):ବରିଷ୍ଠ ଆଇଏଏସ୍‌ ଅଫିସର ଉମେଶ ସିହ୍ନାଙ୍କୁ ନିର୍ବାଚନ ଉପ କମିଶନର ଭାବେ ନିଯୁକ୍ତି ମିଳିଛି। ମଙ୍ଗଳବାର ସେ ଅବସର ନେବାକୁ ଥିବାବେଳେ ନିଯୁକ୍ତି ସମ୍ପର୍କିତ କ୍ୟାବିନେଟ କମିଟି ତାଙ୍କର ପୁନଃ ନିଯୁକ୍ତିକୁ ଅନୁମୋଦନ କରିଛି। ୧୯୮୬ ବ୍ୟାଚ୍‌ର ଏହି ଆଇଏଏସ୍‌ ଅଫିସର ନିର୍ବାଚନ କମିଶନରେ ମହାସଚିବ ଭାବେ କାର୍ଯ୍ୟ କରୁଥିଲେ।

Share