ଇଚ୍ଛାଧାରୀ ନାଗୁଣୀଙ୍କ ବୋଲ୍ଡ ଅନ୍ଦାଜ୍‌

ଟେଲିଭିଜନ୍‌ ଶୋ’ ଇଚ୍ଛାଧାରୀ ନାଗୁଣୀ ଏବଂ ରାମମିଲାଇ ଯୋଡିରୁ ଘରେ ଘରେ ପରିଚିତି ହାସଲ କରିଥିବା ପ୍ରିୟଲ୍‌ ଘୋଷ ଏବେ ବେଶ୍‌ ଚର୍ଚ୍ଚାରେ ଅଛନ୍ତି। ଏବେ ତାଙ୍କର ବୋଲ୍ଡ ଫଟୋ ଭାଇରାଲ ହୋଇଛି। ପ୍ରିୟଲ୍‌ ସୋସିଆଲ ମିଡିଆରେ ବେଶ୍‌ ସକ୍ରିୟ। ନିଜ ପ୍ରଶଂସକଙ୍କ ସହ ମଧ୍ୟ ସେ ଫଟୋ ଶେୟାର କରିଥାନ୍ତି। ନିକଟରେ ନିଜ ଇନ୍‌ଷ୍ଟାଗ୍ରାମରେ ସେ ଗୋଆ ଟ୍ରିପ୍‌ର ଫଟୋ କିଛି ଫଟୋ ନିଜ ପ୍ରଶଂସକଙ୍କ ସହ ଶେୟାର କରିଛନ୍ତି। ଏହି ଟ୍ରିପ୍‌ରେ ସେ ଲାଲ୍‌ ରଙ୍ଗର ବିକିନ୍‌ ପିନ୍ଧିଥିବା ନିଜର ଆସିଛନ୍ତି। ଏଥିରେ ସେ ବୋଲ୍ଡ ଦେଖାଯାଉଛନ୍ତି। ତାଙ୍କ ପ୍ରଶଂସକ ଏହି ଫଟୋକୁ ବେଶ୍‌ ପସନ୍ଦ କରିଛନ୍ତି। ଇନ୍‌ଷ୍ଟାଗ୍ରାମରେ ୩ ଲକ୍ଷରୁ ଅଧିକ ଫଲୋଅର୍ସ ଅଛନ୍ତି। ପ୍ରିୟଲ ଟିଭି ଶୋ’ରେ ଅଭିନୟ ବ୍ୟତୀତ ନିକଟରେ ସେ ଏକ ଓ୍ବେବ୍‌ ସିରିଜ୍‌ରେ ଡେବ୍ୟୁ କରୁଛନ୍ତି।

Share