Categories: ଜାତୀୟ

ଆର୍‌ଜେଡି ଛାଡ଼ିଲେ ଫାତ୍‌ମି

ପାଟନା,୧୮ା୪(ପି.ଟି.): ବରିଷ୍ଠ ଆରଜେଡି ନେତା ମହମ୍ମଦ ଅଲି ଅଶ୍ରଫ୍‌ ଫାତ୍‌ମି ବୁଧବାର ଦଳର ପ୍ରାଥମିକ ସଭ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ତେଜସ୍ବୀ ଯାଦବଙ୍କ ବ୍ୟବହାରକୁ ନେଇ ସେ ଅତିଷ୍ଠ ଥିଲେ । ଫାତ୍‌ମି ମଧୁବଣୀ ଲୋକ ସଭା ଆସନରୁ ପ୍ରାର୍ଥୀ ହେବାକୁ ଚାହୁଁଥିଲେ। ମହାମେଣ୍ଟ ଉକ୍ତ ଆସନରୁ ସହଯୋଗୀ ଦଳ ବିକାଶଶୀଳ ଇନ୍‌ଶାନ୍‌ ପାର୍ଟିରୁ ପ୍ରାର୍ଥୀ ଦେବା ଲାଗି ନିଷ୍ପତ୍ତି ନେବା ପରେ ସେ ଇସ୍ତଫା ଦେଇଛନ୍ତି।

Share