Categories: ଜାତୀୟ

ଆନ୍ଧ୍ର ପ୍ରଦେଶ ବିଧାନସଭା ନିର୍ବାଚନ: ଓ୍ବାଏସ୍‌ଆର୍‌ କଂଗ୍ରେସ ୭୬ ଆସନରେ ଆଗୁଆ

ନୂଆଦିଲ୍ଲୀ,୨୩।୫: ଆନ୍ଧ୍ର ପ୍ରଦେଶରେ ଓ୍ବାଏସ୍‌ଆର୍‌ କଂଗ୍ରେସ ପାର୍ଟି(ଓ୍ବାଏସ୍‌ଆର୍‌ସିପି)ର ଜଗନମୋହନ ରେଡ୍ଡି ଆଗୁଆ ଥିବା ସୂଚନା ମିଳିଛି। ଏଠାରେ ଓ୍ବାଏସ୍‌ଆର୍‌ସିପି ମୋଟ ୭୬ଟି ଆସନରେ ଆଗୁଆ ଥିବା ବେଳେ ଶାସକ ତଥା ମୁଖ୍ୟମନ୍ତ୍ରୀ ଚନ୍ଦ୍ରାବାବୁ ନାଇଡୁଙ୍କ ଟିଡିପି ୧୧ ଆସନରେ ଆଗରେ ରହିଛି। ସେହିପରି ଅଭିନେତାରୁ ରାଜନେତା ହୋଇଥିବା ପଓ୍ବନ କଲ୍ୟାଣଙ୍କ ଜନ ସେନା ପାର୍ଟି ମାତ୍ର ଗୋଟିଏ ଆସନରେ ଆଗୁଆ ରହିଛି।

Share