ଓଡ଼ିଶା: ଆଜିର ଫଟୋ

ସାବିତ୍ରୀ ବ୍ରତ ପାଇଁ ଫଳ ଓ ସାଢି ଦୋକାନରେ ଗହଳି ଲାଗି ରହିଛି

ସାବିତ୍ରୀ ବ୍ରତ ପାଇଁ ଦୋଳମୁଣ୍ଡାଇ ଛକଠାରେ ମହିଳାମାନେ ଶଙ୍ଖ ଓ ପୂଜା ସାମଗ୍ରୀ କିଣୁଛନ୍ତି

ବଜ୍ରକବାଟୀ ରୋଡଠାରେ ଥିବା ଇଲେକ୍ଟ୍ରି ଖୁଣ୍ଟ ତାରରେ ପାରାମାନେ ବସି ରହିଛନ୍ତି।

ଏସ୍‌ସିବି ମେଡିକାଲ କଲେଜ ଏବଂ ହସ୍ପିଟାଲ ପରିସରରେ ଥିବା ରକ୍ତ ନମୁନା ସଂଗ୍ରହ କେନ୍ଦ୍ର ନିକଟରେ ଲୋକମାନଙ୍କ ଗହଳି ଲାଗି ରହିଛି।

ରାଜ ମହଲ ଛକ ଟ୍ରାଫିକ ପୋଲିସ ବିନା ହେଲମେଟରେ ଯାଉଥିବା ଯାତ୍ରୀଙ୍କଠାରୁ ଜରିମାନା ଆଦାୟ କରୁଛି।

ସାବିତ୍ରୀ ବ୍ରତ ପାଇଁ ୟୁନିଟ ୧ ରୋଡରେ ଲୋକମାନେ ଫଳ କିଣିବା ପାଇଁ ଭିଡ ଜମାଇଛନ୍ତି।