ଆଜିର ଫଟୋ (ଜୁନ୍ ୪, ୨୦୨୦)

ରସୁଲଗଡ଼ ଛକରେ ମଞ୍ଚେଶ୍ୱର ପୋଲିସ ପକ୍ଷରୁ କଡା ଚେକିଂ ଚାଲିଛି।

ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ପାଇଁ  ପୁରୀରେ ସୁରକ୍ଷା ବ୍ୟବସ୍ଥା ଅନୁଧ୍ୟାନ କରୁଛନ୍ତି ଡିଆଜି ଆଶିଷ ସିଂଙ୍କ ସମେତ ପୋଲିସ କର୍ମଚାରୀମାନେ।

ମହାନଦୀ ତଟରେ ଧୀବରମାନେ ମାଛ ଧରୁଛନ୍ତି।

କଟକସ୍ଥିତ ଛତ୍ର ବଜାର ତାଳଦଣ୍ଡା କେନାଲ ଉପରେ ପଡ଼ିଥିବା ଭଙ୍ଗା ଡାଳ ଉପରେ ବସିଥିବା ପକ୍ଷୀମାନେ।