ଆଖି ମାରିବା ପରେ କିସ୍‌ କଲେ ପ୍ରିୟା

ଆଖି ମାରି ରାତାରାତି ଚର୍ଚ୍ଚାକୁ ଆସିଥିବା ପ୍ରିୟା ପ୍ରକାଶ ଓ୍ବାରିୟର ସୋସିଆଲ ମିଡିଆରେ ଖୁବ୍‌ ଆକ୍ଟିଭ୍‌। ସବୁ ସମୟରେ ସେ ନିଜ ପ୍ରଶଂସକଙ୍କ ପାଇଁ ଫଟୋ ଏବଂ ଭିଡିଓ ଶୋୟାର କରିଥାନ୍ତି। ଏବେ ପ୍ରିୟାଙ୍କର ଏକ ନୂଆ ଭିଡିଓ ସାମ୍ନାକୁ ଆସିଛି। ଏଥିରେ ସେ ପୁଣି ଥରେ ଆଖି ମାରୁଥିବା ଦେଖିବାକୁ ମିଳୁଛି। କେବଳ ଆଖି ମାରୁ ନାହାନ୍ତି, ଆଖି ମାରିବା ପରେ ସେ କିସ୍‌ କରୁଥିବା ମଧ୍ୟ ଦେଖିବାକୁ ମିଳୁଛି।

Share