ଅପରାହ୍ନ ୪ଟା ସୁଦ୍ଧା ୪୨.୭ ପ୍ରତିଶତ ମତଦାନ

ନୂଆଦିଲ୍ଲୀ,୮।୨: ଦିଲ୍ଲୀ ବିଧାନସଭା ପାଇଁ ଶନିବାର ସକାଳେ ଭୋଟ ଗ୍ରହଣ ପ୍ରକ୍ରିୟା ଆରମ୍ଭ କରାଯାଇଥିଲା। ଗତ ବିଧାନସଭା ନିର୍ବାଚନ ତୁଳନାରେ ଏଥର ମତଦାନ ହାର କମ୍‌ ରହିବ ବୋଲି ଆଲୋଚନା ହେଉଛି। ତେବେ ଏଥର ମତଦାନ ହାର ଅପରାହ୍ନ ୪ଟା ସୁଦ୍ଧା ୪୨.୭ ପ୍ରତିଶତ ଥିବା ଜଣାପଡିଛି। ସୂଚନାଯୋଗ୍ୟ, ଦିଲ୍ଲୀର ୭୦ ବିଧାନସଭା ଆସନ ପାଇଁ ଶନିବାର ମତଦାନ ହୋଇଥିବା ବେଳେ ମଙ୍ଗଳବାର ଏହାର ଫଳାଫଳ ପ୍ରକାଶ ପାଇବ।

Share