Categories: ଜାତୀୟ

ଅଧିକ ଚାଲାଣ କାଟିବା ସରକାରଙ୍କ ଇଚ୍ଛା ନୁହେଁ: ଗଡକରୀ

ନୂଆଦିଲ୍ଲୀ,୫।୯: ନୂଆ ମୋଟର ଯାନ ନିୟମ ଅନୁଯାୟୀ ଏବେ ସମସ୍ତେ ଚିନ୍ତିତ। କାରଣ ପୂର୍ବାପେକ୍ଷା ଏହି ନିୟମ ଉଲ୍ଲଂଘନକାରୀଙ୍କୁ ଅଧିକ ଜରିମାନା ଦେବାକୁ ପଡୁଛି। ତେବେ ଏହାକୁ ନେଇ କେନ୍ଦ୍ର ସଡ଼କ ପରିବାହନ ମନ୍ତ୍ରୀ ନୀତୀନ ଗଡକରି ଗୁରୁବାର କହିଛନ୍ତି ସରକାରଙ୍କର ଇଚ୍ଛା ନୁହେଁ ଅଧିକ ଚାଲାଣ କାଟିବା। ନିୟମ ପାଳନ କଲେ ଆଦୌ ଜରିମାନା ଦେବାକୁ ପଡିବ ନାହିଁ ବୋଲି ସେ କହିଛନ୍ତି। ତେଣୁ ସରକାର ଚାହୁଁଛନ୍ତି ସମସ୍ତେ ନିୟମ ପାଳନ କରନ୍ତୁ ଓ ଶୃଙ୍ଖଳିତ ଭାବେ ଯାତାୟାତ କରନ୍ତୁ।

Share