Categories: ଜାତୀୟ

ଅଜିତ ପାଓ୍ବାରଙ୍କ ଇସ୍ତଫା

ମୁମ୍ବାଇ,୨୮।୯:ମନିଲଣ୍ଡରିଂ ମାମଲାରେ ଇଡି ତଦନ୍ତର ସମ୍ମୁଖୀନ ହୋଇଥିବା ବରିଷ୍ଠ ଏନ୍‌ସିପି ନେତା ତଥା ମହାରାଷ୍ଟ୍ରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଅଜିତ ପାଓ୍ବାର ଶୁକ୍ରବାର ବିଧାୟକ ପଦରୁ ଇସ୍ତଫା ଦେଇଛନ୍ତି। ତାଙ୍କ ଇସ୍ତଫା ନିଷ୍ପତ୍ତିର କାରଣ ସମ୍ପର୍କରେ ଜଣାପଡିନାହିଁ।

Share