ୱେବ୍‌ କନଫେରେନ୍ସରେ ମାତୃଭାଷା ସମ୍ମିଳନୀ

ବରଗଡ଼ ଅଫିସ୍‌,୨୬।୪: ଲକ୍‌ ଡାଉନ୍‌ ଯୋଗୁ ସମସ୍ତ ସଭା, ସମିତି ଆୟୋଜନ ଉପରେ ମଧ୍ୟ କଟକଣା ଲାଗୁ ହୋଇଛି। ଏଭଳି ସ୍ଥଳେ ବରଗଡ଼ର ସାକେତ୍‌ ଶ୍ରୀଭୂଷଣ ସାହୁଙ୍କ ଉଦ୍ୟମରେ ୱେବ୍‌ କନଫେରେନ୍ସ ମାଧ୍ୟମରେ ଏକ ମାତୃଭାଷା ସମ୍ମିଳନୀ ହୋଇଥିଲା । ଏଥିରେ ଋଷିଆର ସନ୍ତୋଷ ମିଶ୍ର, ପଞ୍ଜାବର ଡଃ ଜୋଗା ସିଂ, ବାଙ୍ଗାଲୋରର ମଛିନ୍ଦ ଅପେୟା କରିଅପ୍ପା, ଦିଲ୍ଲୀର ସୁଧୀର ହିଲ୍‌ସାୟନ, ମୁମ୍ବାଇର କୁନ୍ଦନ ଅଭିତାଭ୍‌, ଭିଲାଇର ମନୋଜ ସ୍ବାଇଁ, ନେତ୍ରାନନ୍ଦ ପ୍ରଧାନ, ଲାଲଚନ ବଗର୍ତ୍ତୀ ପ୍ରମୁଖ ଭାଗ ନେଇଥିଲେ। ବିବାହ, ବ୍ରତ ଆଦି ନିମନ୍ତ୍ରଣ ପତ୍ରରେ ମାତୃଭାଷାର ବହୁଳ ବ୍ୟବହାର ଉପରେ ଭାଷାକର୍ମୀମାନେ ଗୁରୁତ୍ୱାରୋପ କରିଥିଲେ। ଲକ୍‌ ଡାଉନ୍‌ ଭଳି ଅନିଶ୍ଚିତ ପରିସ୍ଥିତିରେ ମାତୃଭାଷାର ପ୍ରଚାର, ପ୍ରସାର ତଥା ଅଧିକାର ପାଇଁ ସୋସିଆଲ ମିଡ଼ିଆର ବ୍ୟବହାରକୁ ଭାଷାକର୍ମୀମାନେ ଗୁରୁତ୍ୱ ଦେଇଥିଲେ । କେତେକ ଇଂଲିଶ ମିଡ଼ିୟମ ସ୍କୁଲରେ ଛାତ୍ରୀଛାତ୍ରଙ୍କୁ ମାତୃଭାଷା ଶିକ୍ଷାରୁ ବଞ୍ଚିତ କରାଯାଉ ଥିବାଯୋଗୁ ସେ ନେଇ କନଫେରେନ୍ସରେ ଉଦ୍‌ବେଗ ପ୍ରକାଶ ପାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଥଣ୍ଡା କାକରରେ ରାସ୍ତାପାର୍ଶ୍ୱରେ କଟୁଛି ବୃଦ୍ଧଙ୍କ ଜୀବନ

ଗୁଣପୁର,୨୦ା୧(ଡି.ଏନ୍‌.ଏ.): ରାୟଗଡ଼ା ଜିଲା ଗୁଣପୁର ଗୁଣପୁର ଷ୍ଟେଶନ ରୋଡ୍‌ ଛକ ରାସ୍ତାପାର୍ଶ୍ୱରେ ଜଣେ ବୃଦ୍ଧ ଦୀର୍ଘଦିନ ଧରି ଶୀତରେ ଅସହାୟ ଅବସ୍ଥାରେ ପଡ଼ି ରହିଛନ୍ତି। ହେଲେ...

ମୋବାଇଲ ଚୋରି ଅଭିଯୋଗରେ ଯୁବକଙ୍କୁ ରଶିରେ ବାନ୍ଧି ୨ କିଲୋମିଟର ଚଲାଇଲେ

ବାରିପଦା ଅଫିସ,୨୧ା୮: ମୋବାଇଲ ଚୋରି ଅଭିଯୋଗରେ ଅଞ୍ଚଳବାସୀ ଯୁବକଙ୍କୁ ନିର୍ଧୂମ ଛେଚିବା ସହିତ ୨ହାତକୁ ଦୌଡ଼ିରେ ବାନ୍ଧି ୨ କିଲୋମିଟର ଚଳାଇବା ଭଳି ଏକ ଅଭାବନୀୟ...

ପ୍ରାଥମିକ ଶିକ୍ଷକ ସଂଘ ଦି’ ଫାଳ: ଗୋଟିଏ ଗୋଷ୍ଠୀ ଆନ୍ଦୋଳନରେ, ଅନ୍ୟ ଗୋଷ୍ଠୀ ପଢାଉଛନ୍ତି ପାଠ

ପୁରୁଷୋତ୍ତମପୁର,୧୪।୯(ସୀମାଞ୍ଚଳ ମିଶ୍ର) ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକରେ ପ୍ରାଥମିକ ଶିକ୍ଷକ ସଂଘ ଦୁଇ ଫାଳ ହୋଇପଡ଼ିଛି। ଯାହାକି ଶିକ୍ଷକଙ୍କ ଗୋଷ୍ଠୀକନ୍ଦଳ ପଦାରେ ପଡ଼ି ଅଞ୍ଚଳରେ ଚର୍ଚ୍ଚାର...

ଫୁଲ ତୋଳିବାକୁ ଯାଇ ପୋଖରୀରେ ବୁଡ଼ମଲେ ବୃଦ୍ଧ

ସୁକିନ୍ଦା,୩ା୯(ଡି.ଏନ୍‌.ଏ.)- ସୁକିନ୍ଦା ବ୍ଲକ ଆମ୍ପଳବା ଗ୍ରାମର ପଦ୍ମପୋଖରୀରେ ବୁଡି ରବିବାର ସନ୍ଧ୍ୟାରେ ଢେଙ୍କାନାଳ ଜିଲା ଭୁବନ ଗ୍ରାମର ପୂର୍ଣ୍ଣଚନ୍ଦ୍ର ସେନାପତି ନାମକ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ...

ଗଛରେ ପିଟିହେଲା କାର: ବରକନ୍ୟାଙ୍କ ସମେତ ୬ ଗୁରୁତର

ସୋନପୁର,୧୨।୬(ନି.ପ୍ର.) ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥର ସୋନପୁର କୃଷି ବିଜ୍ଞାନ କେନ୍ଦ୍ର ନିକଟରେ ସୋମବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ବରକନ୍ୟାଙ୍କୁ ଧରି ଫେରୁଥିବା...

ଶହେ ଟଙ୍କା ପାଇଁ ମା’ଙ୍କୁ ହତ୍ୟା

ବାରିପଦା ଅଫିସ,୨୪।୪: ମାତ୍ର ଶହେ ଟଙ୍କା ପାଇଁ ନୃଶଂସ ପୁଅ ଠେଙ୍ଗାରେ ପିଟି ପିଟି ନିଜ ମା’ଙ୍କୁ ହତ୍ୟା କରିବା ଆଲୋଡ଼ନ ସୃଷ୍ଟି କରିଛି। ମୟୂରଭଞ୍ଜ...

ଖୋର୍ଦ୍ଧାରୁ ୧୯ କରୋନା ପଜିଟିଭ୍‌ ଚିହ୍ନଟ

ଖୋର୍ଦ୍ଧା ଅଫିସ,୪।୬: ଖୋର୍ଦ୍ଧା ଉପଖଣ୍ଡରେ ଗୁରୁବାର ପୁଣି ୧୯ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ବାଲୁଙ୍ଗାରୁ ୫, ଟାଙ୍ଗରିୁ ୮, ବେଗୁନିଆ ୨...

ଥମୁନି ଚାଷୀ ଅସନ୍ତୋଷ: ମଣ୍ଡିରେ ତାଲା ପକାଇଲେ ଚାଷୀ

ବରଗଡ଼ ଅଫିସ୍‌,୨୭।୧୧: ବରଗଡ଼ ଜିଲାରେ ଧାନ ସଂଗ୍ରହ ପ୍ରକ୍ରିୟାକୁ ୧୨ଦିନ ବିତି ଯାଇଛି । ତଥାପି ଧାନ କିଣାବିକା ସ୍ବାଭାବିକ ହୋଇପାରିନାହିଁ । ରାଜ୍ୟ ସରକାରଙ୍କ...

Advertisement
Archives

Model This Week