Posted inଜାତୀୟ

୪ ସନ୍ଦିଗ୍ଧ ଆଇଏସ୍‌ ଆତଙ୍କବାଦୀ ଗିରଫ

କୋଲକତା,୨୫।୬: ପଶ୍ଚିମବଙ୍ଗରେ ରାଜନୈତିକ ହିଂସା ଥମି ନ ଥିବାବେଳେ ଏବେ ଏଠାରେ ଆତଙ୍କବାଦୀ କାର୍ଯ୍ୟକଳାପ ବୃଦ୍ଧି ପାଉଥିବା କୁହାଯାଉଛି। ସ୍ପେଶାଲ ଟ୍ୟାକ୍ସ୍‌ ଫୋର୍ସ ପକ୍ଷରୁ କୋଲକତାର ସିଆଲଦା ରେଳ ଷ୍ଟେଶନର ପାର୍କିଂ ଅଞ୍ଚଳରେ ଚଢ଼ାଉ କରାଯାଇ ୪ ସନ୍ଦିଗ୍ଧଙ୍କୁ ଗିରଫ କରାଯାଇଛି। ସନ୍ଦିଗ୍ଧମାନେ ଇସଲାମିକ୍‌ ଷ୍ଟେଟ୍‌(ଆଇଏସ୍‌) ଆତଙ୍କବାଦୀ ସଂଗଠନ ସହିତ ଜଡ଼ିତ ଥିବା ସ୍ପେଶାଲ ଟ୍ୟାକ୍ସ୍‌ ଫୋର୍ସ ସୂଚନା ଦେଇଛି। ଗିରଫ ସନ୍ଦିଗ୍ଧଙ୍କ ମଧ୍ୟରୁ ୩ ଜଣ ବାଂଲାଦେଶୀ ଥିବାବେଳେ ଜଣେ ଭାରତୀୟ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

କରୋନାକୁ ହରାଇଛି ଦେଶ, ବିଦେଶୀ ରାଷ୍ଟ୍ର ବି କରୁଛନ୍ତି ପ୍ରଶଂସା: ମୋଦି

ନୂଆଦିଲ୍ଲୀ, ୮।୨: ଦେଶ କରୋନା ଲଢ଼େଇରେ ବିଜୟୀ ହୋଇଛି। ଭାରତର ସଫଳତାକୁ ବିଦେଶୀ ରାଷ୍ଟ୍ର ପ୍ରଶଂସା କରୁଛନ୍ତି। ତେବେ ବିରୋଧୀ ଦଳ ପକ୍ଷରୁ ଏହାକୁ ନେଇ...

ଦିଲ୍ଲୀ ବିଧାନସଭା ନିର୍ବାଚନ: ପ୍ରଥମଥର ପ୍ରଚାର ମଇଦାନରେ ମୋଦି

ନୂଆଦିଲ୍ଲୀ,୩।୨: ପାଖେଇ ଆସିଲାଣି ଦିଲ୍ଲୀ ବିଧାନସଭା ନିର୍ବାଚନ। ଏଥିରେ ପୂର୍ବରୁ ହେଭି ଓ୍ବେଟ୍‌ ରାଜନେତାମାନେ ପ୍ରଚାର ମଇଦାନକୁ ଓହ୍ଲାଇଥିବା ବେଳେ ସୋମବାର ପ୍ରଥମକରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର...

ଆମେରିକାର ୧୦୦ ନାଗରିକଙ୍କ ପାଖରେ ୧୨୦ ଅସ୍ତ୍ରଶସ୍ତ୍ର, ଭାରତରେ ଶହେରୁ ୫ ଜଣଙ୍କ ପାଖରେ ବନ୍ଧୁକ…

ନୂଆଦିଲ୍ଲୀ/ଓ୍ବାଶିଂଟନ, ୨୫।୫ : ଆମେରିକାର ଟେକ୍ସାସରେ ଘଟିଥିବା ଗୁଳିକାଣ୍ଡ ଅନ୍ତର୍ଜାତୀୟସ୍ତରରେ ଚର୍ଚ୍ଚାର କେନ୍ଦ୍ର ପାଲଟିଛି। ଏକ ରିପୋର୍ଟ ଅନୁସାରେ ଆମେରିକାର ୩୩ କୋଟି ଜନସଂଖ୍ୟାଙ୍କ ପାଖରେ...

ପିଡ଼ିପିକୁ ବଡ଼ ଝଟ୍‌କା: ଇସ୍ତଫା ଦେଲେ ସଂସ୍ଥାପକ ସଦସ୍ୟ

ଶ୍ରୀନଗର,୧୫।୧୧: ଜମ୍ମୁ-କଶ୍ମୀରରେ ପିପୁଲସ୍‌ ଡେମୋକ୍ରାଟିକ୍‌ ପାର୍ଟି(ପିଡ଼ିପି)କୁ ବଡ଼ ଝଟ୍‌କା ଲାଗିଛି। ଦଳର ସଂସ୍ଥାପକ ସଦସ୍ୟ ମୁଜାଫର ହୁସେନ୍‌ ବେଗ୍‌ ଇସ୍ତଫା ଦେଇଛନ୍ତି। ଜିଲା ବିକାଶ ପରିଷଦ...

୧୨ ଘଣ୍ଟିଆ ଭାରତ ବନ୍ଦ ଆରମ୍ଭ: ଗାଜିପୁର ବର୍ଡରରେ ନାଚୁଛନ୍ତି କୃଷକ

ନୂଆଦିଲ୍ଲୀ,୨୬।୩: ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ ଆଜି ୧୨ ଘଣ୍ଟିଆ ଭାରତ ବନ୍ଦ ଡାକରା ଦିଆଯାଇଛି। କେନ୍ଦ୍ର ସରକାର ଆଣିଥିବା ୩ କୃଷି ଆଇନ ବିରୋଧରେ...

ସିଏଏ, ଏନ୍‌ଆର୍‌ସିକୁ ନେଇ ପୁଣି ଗର୍ଜିଲେ ଦିଦି

ନଏଡା,୪।୨: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଙ୍ଗଳବାର ନଏଡାରେ ଅନୁଷ୍ଠିତ ଏକ ଜନସଭାକୁ ସମ୍ବୋଧନ କରିବା ଅବସରରେ ପୁଣିଥରେ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି। ସେ...

ବିଚ୍‌ ରାସ୍ତାରେ ମୃତଦେହ ଅଦଳବଦଳ, ପୂରା ଘଟଣାବଳୀ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଭୋପାଳ,୨୭ା୯: ସବୁବେଳେ ଚର୍ଚ୍ଚାରେ ରହୁଥିବା ଇନ୍ଦୋରର ଗ୍ରେଟର କୈଳାସ ହସ୍ପିଟାଲ ପୁଣି ଥରେ ଚର୍ଚ୍ଚାକୁ ଆସିଛି। ଏଥର ଚର୍ଚ୍ଚା ସବୁ ଚର୍ଚ୍ଚାକୁ ଟପିଯାଇଛି। ଏଠାରେ ଏଥର...

କିଡ୍‌ନୀ ପ୍ରତିରୋପଣ ପାଇଁ ବିଦେଶ ଯିବେ ଲାଲୁ

ରାଞ୍ଚି,୭।୬: ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆର୍‌ଜେଡି ଅଧ୍ୟକ୍ଷ ଲାଲୁ ଯାଦବ କିଡ୍‌ନୀ ପ୍ରତିରୋପଣ ଲାଗି ବିଦେଶ ଯିବାକୁ ଚାହୁଁଛନ୍ତି। ଏନେଇ ପାସ୍‌ପୋର୍ଟ ଫେରିପାଇବା ଲାଗି...

Advertisement
Archives

Model This Week