Posted inଜାତୀୟ

୪୦ ଦିନିଆ ସଂସଦୀୟ ଅଧିବଶେନରେ କେହି ମନ୍ତ୍ରୀ ବିଦେଶ ଯାତ୍ରା କରିପାରିବେ ନାହିଁ

ନୂଆଦିଲ୍ଲୀ,୧୩।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ମନ୍ତ୍ରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କି ସମସ୍ତେ ସାଢେ ୯ଟା ପୂର୍ବରୁ କାର୍ଯ୍ୟାଳୟ ପହଞ୍ଚିବା ଦରକାର। ଏହାସହ ମୋଦି ତାଙ୍କ ସହଯୋଗୀମାନଙ୍କୁ କହିଛନ୍ତି କି ୪୦ ଦିନିଆ ସଂସଦୀୟ ଅଧିବଶେନରେ କେହି ବିଦେଶ ଯାତ୍ରା କରିପାରିବେ ନାହିଁ। ଏଥିପାଇଁ ସେ ଗୁଜୁରାଟରେ ଥିବା ବେଳେ କିଭଳି ମୁଖ୍ୟମନ୍ତ୍ରୀ ଦାୟିତ୍ୱ ସମ୍ଭାଳିଥିଲେ ତା’ଉଦାହରଣ ଦେଇଛନ୍ତି। ମୋଦି କହିଛନ୍ତି ନିର୍ଦ୍ଧାରିତ ସମୟରେ କାର୍ଯ୍ୟାଳୟରେ ପହଞ୍ଚିଲେ ଦିନ ଯାକ କାମର ନିର୍ଦ୍ଧାରଣ ସହଜରେ କରାଯାଇପାରେ। ସୂଚନାଯୋଗ୍ୟ, ପୁଣିଥରେ ପ୍ରଧାନମନ୍ତ୍ରୀ ହେବା ପରେ ନରେନ୍ଦ୍ର ମୋଦି ପ୍ରଥମ ଥର ଲାଗି ବୁଧବାର ମନ୍ତ୍ରିପରିଷଦ ବୈଠକରେ ଯୋଗ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୩୬ଇଞ୍ଚ ବରକୁ ୩୪ଇଞ୍ଚ କନ୍ୟାଙ୍କୁ ଦେଖିବାକୁ ଲୋକଙ୍କ ଗହଳି

ଭାଗଲପୁର,୪।୫: କୁହାଯାଏ, ଯୋଡିସବୁ ଉପରୁ ତିଆରି ହୋଇ ଆସିଥାଏ। କିଏ କାହାର ଜୀବନସାଥୀ ହେବ ସେନେଇ ପୂର୍ବରୁ ନିର୍ଦ୍ଧାରିତ ହୋଇରହିଥାଏ। ତେବେ ବିହାରର ଭାଗଲପୁରରେ ବି...

ମୋଦିଙ୍କ ୩୦ ଲକ୍ଷରୁ ଊର୍ଦ୍ଧ୍ୱ ଅନୁଗାମୀ

ନୂଆଦିଲ୍ଲୀ, ୧୪ା୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତା ବଢ଼ିବାରେ ଲାଗିଛି। ଏମିତିକି ସୋସିଆଲ ମିଡିଆରେ ମଧ୍ୟ ମୋଦି ଅନୁଗାମୀଙ୍କ ସଂଖ୍ୟା ଢ଼େର୍‌ ଅଧିକ। ଟୁଇଟରରେ ମୋଦିଙ୍କ...

ଆସାମ ସ୍କୁଲରେ ବିସ୍ଫୋରଣ: ସୀମାରେ ପୁଣି ଉତ୍ତେଜନା

ଗୁଆହାଟି,୧୪ ।୮: ଆସାମର ଏକ ସ୍କୁଲରେ ଶୁକ୍ରବାର ବିଳମ୍ବିତ ରାତିରେ ହୋଇଥିବା ବିସ୍ଫୋରଣ ଫଳରେ ଆସାମ-ମିଜୋରାମ ସୀମାରେ ପୁଣିଥରେ ଉତ୍ତେଜନା ଦେଖାଦେଇଛି । ଆମାସ-ମିଜୋରାମ ସୀମାରେ...

୯ ହଜାର ତଳେ ଦୈନିକ ସଂକ୍ରମଣ…

ନୂଆଦିଲ୍ଲୀ,୨୨।୧୧: ଦେଶରେ କରୋନା ମହାମାରୀ ସଂକ୍ରମଣ ୯ ହଜାର ତଳେ ରହିଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ୮ ହଜାର ୪୮୮ ଜଣ ନୂଆ...

ଗୁଜରାଟ ସରକାରଙ୍କ ଘୋଷଣା: ସହରରେ ହେଲ୍‌ମେଟ ପିନ୍ଧିବା ଇଚ୍ଛାଧୀନ

ଅହମଦାବାଦ,୫ା୧୨: ନୂଆ ମୋଟରଯାନ ଆଇନ, ୨୦୧୯କୁ ସାରା ଦେଶରେ କଡ଼ାକଡ଼ି ଭାବେ ଲାଗୁ କରିବା ପାଇଁ ଉଦ୍ୟମ ଚାଲିଥିବାବେଳେ ଭାଜପା ଶାସିତ ଗୁଜରାଟରେ ଏହାର ବ୍ୟତିକ୍ରମ...

ବିଳମ୍ବ ହେଲା ତେଜସ୍‌ ଏକ୍ସପ୍ରେସ୍‌: ପରିଚାରିକା ଦେଲେ ଯାତ୍ରୀଙ୍କୁ ଉପହାର

ଲକ୍ଷ୍ନୌ,୨୦।୧୦: ଲକ୍ଷ୍ନୌରୁ ଦିଲ୍ଲୀ ଆସୁଥିବା ତେଜସ୍‌ ଏକ୍ସପ୍ରେସ୍‌ ବିଳମ୍ବରେ ଷ୍ଟେଶନ୍‌ରେ ପହଞ୍ଚିଛି। ଯାତ୍ରୀଙ୍କ ଅସୁବିଧା ପାଇଁ ଟ୍ରେନ୍‌ ପରିଚାରିକା ବିଳମ୍ବ ପାଇଁ ଦୁଃଖିତ ଲେଖାଥିବା ବିସ୍କୁଟ...

ସର୍ଦ୍ଦାର ପଟେଲଙ୍କ ନାମରେ ସର୍ବୋଚ୍ଚ ନାଗରିକ ସମ୍ମାନ ଆରମ୍ଭ କରିବେ ମୋଦି

ନୂଆଦିଲ୍ଲୀ,୨୫।୯: ରାଷ୍ଟ୍ରର ଏକତା ଓ ଅଖଣ୍ଡତା କ୍ଷେତ୍ରରେ ଯୋଗଦାନ ପାଇଁ କେନ୍ଦ୍ର ସରକାର ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ନାମରେ ସର୍ବୋଚ୍ଚ ନାଗରିକ ସମ୍ମାନର ଶୁଭାରମ୍ଭ କରିଛନ୍ତି।...

ରାଜଧାନୀରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୩ ହଜାର ଟପିଲା, ୪ ମାସର ଶିଶୁ ଅକ୍ସିଜେନ ସପୋର୍ଟରେ

ନୂଆଦିଲ୍ଲୀ,୨୨ ।୪: ପୁଣିଥରେ ଡରାଇଲାଣି କରୋନା ମହାମାରୀ । ଗୋଟିଏ ମାସ ପୂର୍ବରୁ ସଂକ୍ରମିଙ୍କ ସଂଖ୍ୟା ଦୁଇ ଅଙ୍କରେ ସିମିତ ଥିବା ବେଳେ ଏବେ ଏହା...

Advertisement
Archives

Model This Week