୩୬ ବର୍ଷରେ ଜାନଭୀ: ୪ ବର୍ଷରେ ଥରେ ପାଳନ କରନ୍ତି ଜନ୍ମଦିନ

ମୁମ୍ବାଇ: ଛୋଟ ପରଦାର ସୁନ୍ଦରୀ ନାୟିକା ଜାନଭୀ ଛେଡ଼ା ଶନିବାର ୩୬ ବର୍ଷରେ ପାଦ ଦେଇଛନ୍ତି। ସେ ୧୯୮୪ ଫେବୃୟାରୀ ୨୯ରେ ମୁମ୍ବାଇଠାରେ ଜନ୍ମଗ୍ରହଣ କରିଥିଲେ। ପ୍ରତି ୪ ବର୍ଷରେ ଥରେ ଅଧିବର୍ଷ ପଡ଼ିଲେ ଫେବୃୟାରୀ ମାସ ୨୯ ଦିନ ହୁଏ। ତେଣୁ ତାଙ୍କୁ ଜନ୍ମଦିନ ପାଳନ କରିବା ପାଇଁ ୪ ବର୍ଷ ଅପେକ୍ଷା କରିବାକୁ ପଡ଼ିଥାଏ। ଏବେ ତାଙ୍କର ଜନ୍ମଦିନ ପୁଣି ୨୦୨୪ରେ ପଡ଼ିବ ବୋଲି ଜାନଭୀ କୁହନ୍ତି। ତେବେ ଏନେଇ ସେ କେବେ ମନ ଦୁଃଖ କରି ନ ଥାନ୍ତି। ବାଳିକା ବଧୁ ସିରିଏଲ୍‌ରେ ଜାନଭୀଙ୍କ ଅଭିନୟ ଦର୍ଶକଙ୍କୁ ବେଶ୍‌ ଆକୃଷ୍ଟ କରିଥିଲା। ସେହିପରି ସିଆଇଡି ସିରିଏଲ୍‌ରେ ସେ ଇନସ୍ପେକ୍ଟର ଭାବେ ମଧ୍ୟ ଅଭିନୟ କରିଛନ୍ତି। ୨୦୧୧ରେ ଜାନଭୀ ବୟଫ୍ରେଣ୍ଡ୍‌ ନିଶାନ୍ତ ଗୋପାଲିଆଙ୍କୁ ବିବାହ କରିଥିଲେ। ଏହାପରେ ଜାନଭୀ ଅଭିନୟ ଜଗତରୁ ଦୂରେଇ ରହିଯାଇଥିଲେ। ତେବେ ମନପସନ୍ଦର ଭୂମିକା ମିଳିଲେ ସେ ପୁଣି ଅଭିନୟ କରିବେ ବୋଲି ଏକ ସାକ୍ଷାତ୍‌କାରରେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

‘ପୁଣି ହସିବ ଓଡ଼ିଶା’ରେ ହେମା ମାଳିନୀଙ୍କ ଓଡ଼ିଶୀନୃତ୍ୟ

ଭୁବନେଶ୍ୱର,୫।୫(ବ୍ୟୁରୋ): କରୋନା ଯୋଦ୍ଧାଙ୍କ ମନୋବଳ ବୃଦ୍ଧି କରିବାକୁ ପ୍ରସ୍ତୁତ ହୋଇଥିବା ‘ପୁଣି ହସିବ ଓଡ଼ିଶା’ ମ୍ୟୁଜିକ୍‌ ଭିଡ଼ିଓ ପୁଣିଥରେ ଭାଇରାଲ ହୋଇଛି। ଏହି ଗୀତର ତାଳେ...

ଶେଷଥର ପାଇଁ ଏହି ଅଭିନେତ୍ରୀଙ୍କ ସହ ଫୋନରେ କଥା ହୋଇଥିଲେ ଶ୍ରୀଦେବୀ

ବଲିଉଡ୍‌ର ଦିବଂଗତ ଅଭିନେତ୍ରୀ ଶ୍ରୀଦେବୀଙ୍କ ମୃତ୍ୟୁକୁ ଦେଢବର୍ଷରୁ ଅଧିକ ହୋଇଯାଇଥିଲେ ମଧ୍ୟ ତାଙ୍କୁ ଆଜି ବି ଭୁଲି ପାରୁନାହାନ୍ତି ସିନେ ଜଗତ। ନିକଟରେ ଶ୍ରୀଦେବୀଙ୍କ ଉପରେ...

ସୁସ୍ଥ ଅଛନ୍ତି ବିଜୟ ମହାନ୍ତି: ସବ୍ୟସାଚୀ କହିଲେ, ଗୁଜବ ସୃଷ୍ଟିକାରୀ ମାଗନ୍ତୁ କ୍ଷମା

ଭୁବନେଶ୍ୱର,୭।୭(ବ୍ୟୁରୋ): ବରିଷ୍ଠ ଓଡ଼ିଆ ଅଭିନେତା ବିଜୟ ମହାନ୍ତି ସୁସ୍ଥ ଅଛନ୍ତି। ତାଙ୍କୁ ନେଇ ଅନେକ ଗୁଜବ ତଥ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ସେ...

ସାଉଥ୍‌ ସ୍କ୍ରିନ୍‌ରେ ସୁନିଲ

ମୁମ୍ବାଇ: ବଲିଉଡ୍‌ ନାୟକ ସୁନିଲ ସେଟ୍ଟି ଏବେ ସାଉଥ୍‌ ଷ୍ଟାରଙ୍କ ସହ ନଜର ଆସିବେ। କିଛିଦିନ ହେବ ବଲିଉଡ୍‌ରୁ ଦୂରେଇ ଯାଇଥିବା ସୁନିଲ ଏବେ ଏକ...

ରିତେଶଙ୍କୁ ‘ଶସ୍ତା ଡିଜେ ସ୍ନେକ୍‌’ କହିଲେ ଟ୍ରୋଲର, ଜବାବ ଦେଲେ ଅଭିନେତା

ବମ୍ବେ: ଟ୍ରୋଲ କରି ଲୋକହସା ହୋଇଛନ୍ତି ଅଭିନେତା ରିତେଶ ଦେଶମୁଖଙ୍କ ଜଣେ ପ୍ରଶଂସକ। ସବୁବେଳେ ଟ୍ରୋଲରମାନଙ୍କୁ ମଜାଳିଆ ପ୍ରତିକ୍ରିୟା ଦେଇ ଆସୁଥିବା ରିତେଶ ପୁଣି ସେଭଳି...

ବିବାହ ପୂର୍ବରୁ ମା’ ହୋଇଯାଇଥିଲେ ଏହି ପ୍ରସିଦ୍ଧ ଅଭିନେତ୍ରୀ

ବଲିଉଡ ଅଭିନେତ୍ରୀ କୋଙ୍କଣା ସେନ ଶର୍ମା ଆଜି ତାଙ୍କର ୪୧ତମ ଜନ୍ମଦିନ ପାଳନ କରୁଛନ୍ତି। ଅଭିନୟ ଜରିଆରେ ଦର୍ଶକଙ୍କ ହୃଦୟରେ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି...

ଅକ୍ଷୟ କୁମାରଙ୍କୁ ଏମିତି ଉପହାର ଦେଲେ କପିଲ ଶର୍ମା, ଦର୍ଶକ ହେଲେ ଆଶ୍ଚର୍ଯ୍ୟ

ବଲିଉଡର ଖିଲାଡି ଅକ୍ଷୟ କୁମାର ବହୁ ପ୍ରତୀକ୍ଷିତ ‘ଲକ୍ଷ୍ମୀ ବମ୍‌’ର ପ୍ରମୋସନରେ ଏବେ ବ୍ୟସ୍ତ ଅଛନ୍ତି। ଚଳିତ ସପ୍ତାହରେ ଅକ୍ଷୟ ଟିଭି ଶୋ’ ‘ଦ କପିଲ...

ସୁଶାନ୍ତ ମୃତ୍ୟୁ ମାମଲା: ମୁମ୍ବାଇ ପୋଲିସ ଉପରେ ପ୍ରଶ୍ନ ଉଠାଇଲା ଭାଜପା, ସିବିଆଇ ଯାଞ୍ଚ ଦାବି

ବମ୍ବେ: ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ମୁମ୍ବାଇ ପୋଲିସର ତଦନ୍ତ ଉପରେ ପ୍ରଶ୍ନ ଉଠାଇଛି ଭାଜପା। ମହାରାଷ୍ଟ୍ରର ଭାଜପା ନେତା ଆଶିଷ ଶେଲାର...

Play 250+ Trending Games
Archives

Model This Week

Why Dharitri