Posted inଖେଳ

୩୨ରେ ପାଦ ଦେଲେ ପୂଜାରା

ନାଗପୁର,୨୫।୧- ଟେଷ୍ଟ ସ୍ପେଶାଲିଷ୍ଟ ଚେତେଶ୍ୱର ପୂଜାରା ଶନିବାର ୩୨ ବର୍ଷରେ ପଦାର୍ପଣ କରିଛନ୍ତି। ଦିନିକିଆ, ଟି୨୦ ଓ ଆଇପିଏଲରେ ଖେଳିବାକୁ ସୁଯୋଗ ପାଉ ନ ଥିଲେ ମଧ୍ୟ ତାଙ୍କର ଲୋକପ୍ରିୟତା ରହିଛି। ତାଙ୍କର ଜନ୍ମଦିନ ଅବସରରେ ବ୍ୟାଟିଂ କିମ୍ବଦନ୍ତୀ ସଚିନ ତେନ୍ଦୁଲକର ଗୁଜରାଟୀ ଭାଷାରେ ଶୁଭେଚ୍ଛା ଜଣାଇଛନ୍ତି। ସେ ଲେଖିଛନ୍ତି, ପୂଜାରାଙ୍କୁ ଆଉଟ୍‌ କରିବା ପାଇଁ ପୂଜାରିଙ୍କ ଆଶୀର୍ବାଦ ଦରକାର। ଜନ୍ମଦିନର ଅନେକ ଶୁଭକାମନା। ବିସିସିଆଇ ମଧ୍ୟ ଶୁଭେଚ୍ଛୁଙ୍କ ମଧ୍ୟରେ ରହିଛି। ଟେକ୍‌ନିକ, କ୍ଲାସ, ଦୃଢ଼ ମାନସିକତାର ପ୍ରତୀକ ପୂଜାରାଙ୍କୁ ଜନ୍ମଦିନର ଶୁଭେଚ୍ଛା ବୋଲି ବିସିସିଆଇ ତା’ର ଟୁଇଟର ପେଜରେ ଲେଖିଛି। ତାଙ୍କ ଶୁଭେଚ୍ଛୁଙ୍କ ତାଲିକାରେ ରିଦ୍ଧିମାନ ଶାହା, ମୟଙ୍କ ଅଗ୍ରଓ୍ବାଲ, ରବିଚନ୍ଦ୍ରନ ଅଶ୍ୱିନ, ମହମ୍ମଦ କୈଫଙ୍କ ଭଳି ସାଥୀ ଓ ପୂର୍ବତନ ଖେଳାଳି ରହିଛନ୍ତି। ଉଲ୍ଲେଖଥାଉ କି, ପୂଜାରାଙ୍କ ଉଲ୍ଲେଖନୀୟ ପ୍ରଦର୍ଶନ ଯୋଗୁ ଭାରତୀୟ ଦଳ ପ୍ରଥମ ଥର ପାଇଁ ଅଷ୍ଟ୍ରେଲିଆରେ ଟେଷ୍ଟ ସିରିଜ୍‌ ଜିତିବାକୁ ସକ୍ଷମ ହୋଇଥିଲା। ସେ ଏପର୍ଯ୍ୟନ୍ତ ୭୫ ଟେଷ୍ଟରୁ ୧୮ ଶତକ ସହ ୫,୭୪୦ ରନ୍‌ କରିସାରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଧୋନୀଙ୍କୁ ସାଲ୍ୟୁଟ୍‌ କଲେ କଟ୍ରେଲ

ନୂଆଦିଲ୍ଲୀ,୨୯।୭(ପିଟି)- ଓ୍ବେଷ୍ଟଇଣ୍ଡିଜ ପେସର ଶେଲ୍ଡନ କଟ୍ରେଲ ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କୁ ଭୂୟସୀ ପ୍ରଶଂସା କରିଛନ୍ତି। ୨୦୧୧ ବିଶ୍ୱକପ୍‌ ଚାମ୍ପିୟନ ଅଧିନାୟକ ଏବେ...

ଅଲଗା ଅଧିନାୟକ, କୋଚ୍‌ ସପକ୍ଷରେ ପିସିବି

କରାଚି, ୨୨।୭ (ପି.ଟି.)- ଶେଷ ହୋଇଥିବା ଆଇସିସି ବିଶ୍ୱକପ୍‌ରେ ନୈରାଶ୍ୟଜନକ ପ୍ରଦର୍ଶନ ପରେ ପାକିସ୍ତାନ କ୍ରିକେଟ୍‌ ବୋର୍ଡ (ପିସିବି) ଉଭୟ ଦିନିକିଆ ଓ ଟେଷ୍ଟ ଫର୍ମାଟ୍‌...

ବିଶ୍ୱ ମାର୍ଶାଲ ଆର୍ଟ ମାଷ୍ଟରଶିପ୍‌ ପ୍ରତିଯୋଗିତା : ଭାରତରୁ ଏକମାତ୍ର ଅନୁପମା

ଭୁବନେଶ୍ୱର, ୨୭।୮(କ୍ରୀଡ଼ା ପ୍ରତିନିଧି)- ଦକ୍ଷିଣ କୋରିଆର ଚୁଙ୍ଗଜୁଠାରେ ଅଗଷ୍ଟ ୩୧ରୁ ସେପ୍ଟେମ୍ବର ୬ ପର୍ଯ୍ୟନ୍ତ ବିଶ୍ୱ ମାର୍ଶାଲ ଆର୍ଟ ମାଷ୍ଟରଶିପ୍‌ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଏଥିରେ...

କୃଷକ ଆନ୍ଦୋଳନରେ ଯୋଗ ଦେଲେ ଏହି ପ୍ରସିଦ୍ଧ କ୍ରିକେଟର

ନୂଆଦିଲ୍ଲୀ,୯।୧୨: ପଞ୍ଜାବ ରଣଜୀ ଦଳର ଅଧିନାୟକ ତଥା ଇଣ୍ଡିଆନ ପ୍ରିମିୟର ଲିଗର କିଙ୍ଗସ ଏକାଦଶ ପଞ୍ଜାବ ଖେଳାଳି ମନଦୀପ ସିଂ କୃଷକ ଆନ୍ଦେଳନକୁ ସମର୍ଥନ କରିଛନ୍ତି।...

ବିସିସିଆଇ ପଦାଧିକାରୀଙ୍କ ମାଳଦ୍ୱୀପ ଗସ୍ତ

ନୂଆଦିଲ୍ଲୀ,୧୭ା୫(ପିଟି)- ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର କ୍ରିକେଟ ଅପରେଶନ୍ସର ସାଧାରଣ ସମ୍ପାଦକ ସବା କରିମ ଓ ଭାରତ ଏ’ ଦଳର ଫିଲ୍ଡିଂ କୋଚ୍‌ ଅଭୟ...

ଆଇସିସି ପ୍ଲେୟର ଅଫ୍‌ ଦି ମନ୍ଥ ଦୌଡ଼ରେ ଶେଫାଳି, ସ୍ନେହ

ଦୁବାଇ, ୮।୭(ପି.ଟି.)- ଭାରତର ଟିନ୍‌ ବ୍ୟାଟିଂ ସେନ୍‌ସେଶନ ଶେଫାଳି ବର୍ମା ଏବଂ ଅଲ୍‌ରାଉଣ୍ଡର ସ୍ନେହ ରାଣାଙ୍କ ନାମ ଆଇସିସି ମହିଳା ପ୍ଲେୟର ଅଫ୍‌ ଦି ମନ୍ଥ...

ଜୁଡୋକା ସୁଶୀଲା ଦେବୀଙ୍କୁ ଅଲିମ୍ପିକ୍ସ ଯୋଗ୍ୟତା

ନୂଆଦିଲ୍ଲୀ, ୨୬ା୬(ପି.ଟି.)-ଭାରତର ଅଗ୍ରଣୀ ଜୁଡୋକା ସୁଶୀଲା ଦେବୀ କଣ୍ଟିନେଣ୍ଟାଲ କୋଟା ଜରିଆରେ ଟୋକିଓ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ହାସଲ କରିଛନ୍ତି। ଖେଳର ଅନ୍ତର୍ଜାତୀୟ ମହାସଂଘ ତରଫରୁ...

ବିଶ୍ୱର ଏକମାତ୍ର କ୍ରିକେଟର୍‌ ଭାବେ ଏମିତି ଉପଲବ୍ଧି ହାସଲ କଲେ ବିରାଟ କୋହଲି

ନୂଆଦିଲ୍ଲୀ,୮।୬:ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କ ବ୍ୟାଟ୍‌ ହୁଏତ ପଡ଼ିଆରେ ଚାଲୁନାହିଁ, କିନ୍ତୁ ସେ ସୋସିଆଲ ମିଡିଆରେ ପ୍ରାୟତଃ ଚର୍ଚ୍ଚାରେ ଅଛନ୍ତି। ଇନଷ୍ଟାଗ୍ରାମରେ...

Advertisement
Archives

Model This Week