୨୫ ବର୍ଷ ସାନ ନାୟିକାଙ୍କ ସହ ରୋମାନ୍ସ କରିବେ ଅକ୍ଷୟ

ମୁମ୍ବାଇ: ବଲିଉଡ୍‌ ଖିଲାଡି ବୟ ଅକ୍ଷୟ କୁମାର ଏବେ ତାଙ୍କଠାରୁ ୨୫ ବର୍ଷ ସାନ ନାୟିକାଙ୍କ ସହ ରୋମାନ୍ସ କରିବେ ବୋଲି ଜଣାପଡିଛି। ୨୦୨୦ ଇଦ୍‌ରେ ପରଦାକୁ ଆସିବାକୁ ଥିବା ଅକ୍ଷୟଙ୍କ ଅପ୍‌କମିଙ୍ଗ ଫିଲ୍ମ ‘ଲକ୍ଷ୍ମୀ ବମ୍‌’କୁ ନେଇ ଏବେଠାରୁ ଚର୍ଚ୍ଚା ଆରମ୍ଭ ହୋଇଗଲାଣି। କିଛିଦିନ ତଳେ ଏହାର ଫାଷ୍ଟ ଲୁକ୍‌ ସାମ୍ନାକୁ ଆସିଥିବା ବେଳେ ଏବେ ଏହାର ଏକ ଫଟୋ ଭାଇରାଲ ହେବାରେ ଲାଗିଛି। ପ୍ରଯୋଜକ ତୁଷାର କପୁର ଏହାର ଏକ ଫଟୋ ଶେୟାର କରିଥିବା ବେଳେ କିଛି ସମୟ ପରେ ଏହାକୁ ଡିଲିଟ୍‌ କରିଦେଇଥିଲେ। ହେଲେ ଇତିମଧ୍ୟରେ ଏହା ସୋସିଆଲ ମିଡିଆରେ ଭାଇରାଲ ହୋଇଯାଇଛି। ଏହି ଫଟୋରେ ଅକ୍ଷୟଙ୍କ ସହ କିୟାରା ଆଡଭାନୀଙ୍କ ରୋମାଣ୍ଟିକ ଅନ୍ଦାଜ ଦେଖିବାକୁ ମିଳିଛି। ଏହା ପୂର୍ବରୁ ଯେଉଁ ଫାଷ୍ଟ ଲୁକ୍‌ ଦେଖିବାକୁ ମିଳିଥିଲା ସେଥିରେ ଅକ୍ଷୟ ଶାଢୀ ପିନ୍ଧିଥିବା ବେଳେ ଦୁର୍ଗା ମୂର୍ତ୍ତିଙ୍କ ସାମ୍ନାରେ ନଜର ଆସିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆକ୍ସନ ଅବତାର

ଶ୍ରଦ୍ଧାଙ୍କ ଖୁସି ଏବେ କହିଲେ ନ ସରେ। କାରଣ ଖୁବ୍‌ ଶୀଘ୍ର ସେ ବଡ ପରଦାରେ ଆକ୍ସନ ଅବତାରରେ ଦେଖାଦେବେ। ତେଣୁ ଏ ନେଇ ପ୍ରାରମ୍ଭିକ...

ନୀତିଙ୍କ ପରେ ଏବେ ଅକାଶା

ବମ୍ବେ: ଜଣେ ମଡେଲରୁ ସେଲିବ୍ରିଟି ପାଲଟିଥିବା ପ୍ରତୀକ ସେହଜପାଲ ଆଜିକାଲି ରହୁଛନ୍ତି ଚର୍ଚ୍ଚାରେ। ନିଜର ଫିଟ୍‌ନେସ୍‌ ସାଙ୍ଗକୁ ବ୍ୟକ୍ତିତ୍ୱକୁ ନେଇ ପ୍ରଶଂସକଙ୍କ ହୃଦୟ ଜିତିବା ପରେ...

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚାରିଟିକୁ ଦାନ କଲେ ପୁରସ୍କାର ରାଶି

ନୂଆଦିଲ୍ଲୀ,୨୭ ।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଗତ ମାସରେ ଲତା ଦିନାନାଥ ମଙ୍ଗେସକର ପୁରସ୍କାରରେ ସମ୍ମାନୀତ କରାଯାଇଥିଲା । ମୁମ୍ବାଇରେ ଏକ ପୁରସ୍କାର ସମାରୋହରେ ମୋଦି...

ବିବାହ ବିଚ୍ଛେଦ ଖବର ପରେ ରୋମାଣ୍ଟିକ୍‌ ହେଲେ ଚାରୁ-ରାଜୀବ

ମୁମ୍ବାଇ: ଅଭିନେତ୍ରୀ ସୁସ୍ମିତା ସେନଙ୍କ ଭାଇ ରାଜୀବ ସେନ ଏବଂ ଚାରୁ ଆସୋପା ବିବାହ ବିଚ୍ଛେଦକୁ ନେଇ ଚର୍ଚ୍ଚାରେ ଅଛନ୍ତି। ଦୁହେଁ ପରସ୍ପରଠାରୁ ଅଲଗା ହେବା...

୨ ସପ୍ତାହରେ ୪୯ ଫିଲ୍ମ କରିଥିଲେ ସାଇନ୍‌

ମୁମ୍ବାଇ: ହିନ୍ଦୀ ଫିଲ୍ମର ପ୍ରତ୍ୟେକ କଳାକାରଙ୍କ କ୍ୟାରିୟରରେ ଏକ ସମୟ ଆସିଥାଏ ଯେତେବେଳେ ସେ ବହୁତ ନାଁ କମାଇଥାନ୍ତି। ୯୦ ଦଶକରେ ବଲିଉଡ୍‌ର ହାସ୍ୟ ଅଭିନେତା...

ବିୟର ଗ୍ରିଲ୍ସଙ୍କୁ ଦିଲ୍ଲୀ ହାଇକୋର୍ଟରୁ ସମନ

ମୁମ୍ବାଇ: ବ୍ରିଟେନର ପ୍ରସିଦ୍ଧ ଆଡଭେଞ୍ଚର ଶୋ’ ମେନ ଭର୍ସେସ ୱାଇଲ ସମ୍ପର୍କରେ ସମସ୍ତେ ଅଳ୍ପ ବହୁତେ ଅବଗତ ଥିବେ ନିଶ୍ଚିତ । ଏଥିରେ ବିୟର ଗ୍ରିଲ୍ସ...

ଧୋନୀଙ୍କ ପାଇଁ ଚାକିରି କରିଥିଲେ ଏହି ପ୍ରସିଦ୍ଧ ଅଭିନେତା

ଭାରତର ଭେଟେରାନ କ୍ରିକେଟର ଏମଏସ ଧୋନୀ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବା ପରେ ବଲିଉଡ ଅଭିନେତା ରଣବୀର ସିଂ ଏକ ବଡ଼ ଖୁଲାସା କରିଛନ୍ତି। ସେ...

ରାଧେ ପାଇଁ ଝାଳ ବୁହାଉଛନ୍ତି ଦିଶା: ସୋସିଆଲ ମିଡିଆରେ ଶେୟାର କଲେ ଭିଡିଓ

ନିକଟରେ ମୁକ୍ତିଲାଭ କରିଥିବା ଫିଲ୍ମ ‘ମଲଙ୍ଗ’ର ସଫଳତା ନେଇ ଏହାର ଅଭିନେତ୍ରୀ ଦିଶା ପଟାନୀ ବହୁତ ଖୁସି ଅଛନ୍ତି। ଆଦିତ୍ୟ ରୟ କପୁର, ଅନିଲ କପୁର,...

Advertisement
Archives

Model This Week