୧୧ ବର୍ଷ ହେଲା ପହଁରି ଅଫିସ ଯାଉଛନ୍ତି ଝୁ ବିବୁ

ବେଜିଂ,୨୨।୪: ଚାଇନା ବୁହାନରେ ବାସ କରୁଥିବା ଜଣେ ବ୍ୟକ୍ତି ଗତ ୧୧ ବର୍ଷ ହେଲା ପହଁରି ଅଫିସ୍‌ ଯାଉଛନ୍ତି। ୟାଙ୍ଗ୍‌ଜୀ ନଦୀରେ ୨.୨ କିଲୋମିଟର ପହଁରିବାକୁ ୫୩ ବର୍ଷ ବୟସ୍କ ଝୁ ବିବୁଙ୍କୁ ୩୦ ମିନିଟ୍‌ ସମୟ ଲାଗିଥାଏ। ତେବେ ଟ୍ରେନ୍‌ରେ ଗଲେ ତାଙ୍କୁ ଏକ ଘଣ୍ଟା ସମୟ ଲାଗେ। ସ୍ଥାନୀୟ ଏକେ ଫୁଡ୍‌ ମାର୍କେଟ୍‌ରେ ସେ ମ୍ୟାନେଜର ଭାବେ କାମ କରନ୍ତି। ସମୟ ବଞ୍ଚାଇବା ସହିତ ବ୍ୟକ୍ତିଗତ ସ୍ବାସ୍ଥ୍ୟ ପାଇଁ ସେ ଏଭଳି କରୁଥିବା କହିଥାନ୍ତି। ଏବେ ଝୁ ବିବୁଙ୍କ ଏଭଳି କାର୍ଯ୍ୟ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଲୋକେ ତାଙ୍କର ପ୍ରଶଂସକ ପାଲଟି ଯାଇଛନ୍ତି। କେତେକ ତାଙ୍କର କାର୍ଯ୍ୟକୁ ତାରିଫ୍‌ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମିଳିଲା ସୂଚନା, ୯୮ ଭାରତୀୟଙ୍କ ମୃତ୍ୟୁ

ନୂଆଦିଲ୍ଲୀ, ୨୧।୬: ହଜ୍‌ ପାଇଁ ମକ୍କା ଯାଇଥିବା ଯାତ୍ରୀଙ୍କ ମଧ୍ୟରୁ ବର୍ତ୍ତମାନ ପର୍ଯ୍ୟନ୍ତ ୯୮ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଚଳିତ ବର୍ଷ...

ଛତା ଧରି ଯୋଗ କଲେ ଜାପାନବାସୀ

ଟୋକିଓ,୨୧।୬: ଶୁକ୍ରବାର ଯୋଗ ଦିବସ ସାରା ବିଶ୍ୱରେ ପାଳନ କରାଯାଉଛି। ଯୋଗ କରୁଥିବା ଲୋକଙ୍କ ଫଟୋ କ୍ରମାଗତ ଭାବରେ ସୋସିଆଲ ମିଡିଆରେ ଦେଖାଯାଉଛି। ଜାପାନର ଭାରତୀୟ...

ଆତଙ୍କବାଦକୁ ନେଇ ଚିନ୍ତାରେ ପାକିସ୍ତାନ

ଇସଲାମାବାଦ,୨୧।୬: ଆତଙ୍କବାଦୀଙ୍କୁ ଆଶ୍ରୟ ଦେଇଥିବା ପାକିସ୍ତାନ ଆଜିକାଲି ନିଜେ ଅସୁବିଧାରେ ପଡିଛି। ବର୍ତ୍ତମାନ ରାଷ୍ଟ୍ରପତି ଆସିଫ ଅଲି ଜରଦାରୀ ଆଇନ ପ୍ରଣୟନକାରୀ ସଂସ୍ଥାଗୁଡ଼ିକର ଦକ୍ଷତା ବୃଦ୍ଧି...

ପାକିସ୍ତାନକୁ ପୁଣି ମୁହଁତୋଡ ଜବାବ ଦେଲା ଭାରତ

ନୂଆଦିଲ୍ଲୀ/ଇସଲାମାବାଦ୍‌,୨୧।୬: ଋଣ ଜାଲରେ ପଡ଼ି ଚାଇନା ନିର୍ଦ୍ଦେଶରେ କାର୍ଯ୍ୟ କରୁଥିବା ପାକିସ୍ତାନ ମିଳିତ ଜାତିସଂଘରେ କଶ୍ମୀର ପ୍ରସଙ୍ଗକୁ କ୍ରମାଗତ ଭାବେ ଉଠାଉଛି। କିନ୍ତୁ ଭାରତୀୟ କର୍ତ୍ତୃପକ୍ଷ...

ଇଣ୍ଡୋନେସିଆରେ ଶକ୍ତିଶାଳୀ ଭୂକମ୍ପ

ଜାକର୍ତ୍ତା,୨୧।୬: ଶୁକ୍ରବାର ଇଣ୍ଡୋନେସିଆରେ ଏକ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି। ଶୁକ୍ରବାର ସକାଳେ ପୂର୍ବ ଉଚ୍ଚଭୂମିରେ ଥିବା ପାପୁଆ ପ୍ରଦେଶରେ ୫.୭ ମ୍ୟାଗ୍ନିଚ୍ୟୁଡର ଏକ ଭୂକମ୍ପ...

ପୁଟିନଙ୍କୁ କିମଙ୍କ ରିଟର୍ନ ଗିଫ୍ଟ, ଏତେ ମାରାତ୍ମକ ଯେ ବାଘ ବି ଏହା ସାମ୍ନାରେ କିଛି ନୁହେଁ!

ପୋଙ୍ଗୟାଙ୍ଗ,୨୦।୬: ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଉତ୍ତର କୋରିଆରେ ପହଞ୍ଚିଥିଲେ। ସେଠାରେ ଏକଛତ୍ରବାଦୀ ଶାସକ କିମ ଜୋନ ଉନଙ୍କୁ ଭେଟିଥିଲେ। ଉଭୟ ନେତା ଏକ ସ୍ବତନ୍ତ୍ର...

ଆମେରିକା ଉପରେ ରାଗିକି ନିଆଁବାଣ ହେଲା ଚାଇନା

ଓ୍ବାଶିଟନ୍‌,୨୦।୬: ଚାଇନା ଏବଂ ଆମେରିକା ମଧ୍ୟରେ ସମ୍ପର୍କ ଉନ୍ନତି ପରିବର୍ତ୍ତେ ଖରାପ ହେବାରେ ଲାଗିଛି। ଏବେ ଲାଗୁଛି ଯେ ୱାଶିଂଟନ ପୁଣି ଥରେ ଡ୍ରାଗନର ଘା’କୁ...

କାନାଡ଼ା ପ୍ରଧାନମନ୍ତ୍ରୀ ଟ୍ରୁଡୋଙ୍କ ବଡ଼ ନିଷ୍ପତ୍ତି, ଇରାନର ଘାତକ ସେନାକୁ ଆତଙ୍କବାଦୀ ସଂଗଠନ ଘୋଷଣା

ଓଟ୍ଟାଓ୍ବା,୨୦।୬: କାନାଡ଼ା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ବଡ଼ ନିଷ୍ପତ୍ତି ନେଇଛନ୍ତି। ସରକାର ଇରାନର ଆଇଆର୍‌ଜିସିକୁ ଆତଙ୍କବାଦୀ ସଂଗଠନ ଭାବେ ଘୋଷିତ କରିଛନ୍ତି। ଏନେଇ ସରକାରଙ୍କ ପକ୍ଷରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri