Posted inଖେଳ

୧୧୯ବର୍ଷ ପୁରୁଣା ଗାଡି ଚଳାଇଲେ ସଚିନ

ଲଣ୍ଡନ, ୨୭।୬: ଇଂଲଣ୍ଡରେ ଚାଲିଥିବା କ୍ରିକେଟର ବିଶ୍ୱକପରେ କମେଣ୍ଟ୍ରି କରୁଥିବା ନଜର ଆସିଛନ୍ତି ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକର। ଏହି ଅବସରରେ ସେ ପୂରା ପରିବାର ସହ ଇଂଲଣ୍ଡରେ ବିଭିନ୍ନ ଯାଗା ବୁଲି ମଜା ମଧ୍ୟ ଉଠାଉଛନ୍ତି। ବୁଧବାର ୧୧୯ବର୍ଷ ପୁରୁଣା ଗାଡି ଚଲାଇଛନ୍ତି। ରୟାଲ ଅଟୋମୋବାଇଲ୍ସର ଏହି ଗାଡିରେ ସ୍ତ୍ରୀ ଅଞ୍ଜଳୀ, ବନ୍ଧୁ ହୋରମେଡେଜ୍‌ ସୋରାବଜୀ ଏବଂ ଜେରେମୀ ଭନ୍‌ଙ୍କୁ ବସାଇ ଲଣ୍ଡନ ରାସ୍ତାରେ ଯାତ୍ରା କରିଛନ୍ତି ସଚିନ। ଏହାର ଏକ ଭିଡିଓ ନିଜ ଟୁଇଟର ଆକାଉଣ୍ଟ ଶେୟାର କରିଛନ୍ତି। କିଛି ୟୁଜର୍ସ ସଚିନଙ୍କ ଟ୍ରେଲ କରି ସିଟ୍‌ ବେଲ୍ସ ପିନ୍ଧିବାକୁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଇଂଲଣ୍ଡ ସାମ୍ନାରେ ୨୭୭ ରନର ଟାର୍ଗେଟ୍‌ ରଖିଲା ପାକିସ୍ତାନ

ମାଞ୍ଚେଷ୍ଟର, ୮।୮- ମାଞ୍ଚେଷ୍ଟରର ଓଲ୍ଡ ଟ୍ରାଫୋର୍ଡ ଷ୍ଟାଡିୟମରେ ପାକିସ୍ତାନ ଓ ଘରୋଇ ଇଂଲଣ୍ଡ ମଧ୍ୟରେ ଚାଲିଥିବା ପ୍ରଥମ ଟେଷ୍ଟ ମ୍ୟାଚ୍‌ ରୋମାଞ୍ଚକ ସ୍ଥିତିରେ ପହଞ୍ଚତ୍ଛି। ଭ୍ରମଣକାରୀ...

ଟୋକିଓ ଫ୍ଲାଇଟ୍‌ ମିସ୍‌ କଲେ ଭିନେଶ ଫୋଗଟ

ନୂଆଦିଲ୍ଲୀ,୨୭।୭: ଅଲିମ୍ପିକ୍ସରେ ଭାରତର ସବୁଠୁ ବଡ଼ ପଦକ ଆଶା କୁହାଯାଉଥିବା ରେସଲର ଭିନେଶ ଫୋଗଟ ବିଳମ୍ବରେ ପହଞ୍ଚିବେ ଟୋକିଓରେ। ତାଙ୍କୁ ମଙ୍ଗଳବାର ଫ୍ରାଙ୍କଫର୍ଟରୁ ଟୋକିଓ ଫ୍ଲାଇଟ୍‌...

ଏଜ୍‌ବାଷ୍ଟନ ଷ୍ଟାଡିୟମରେ ହେବ କୋଭିଡ୍‌-୧୯ ଟେଷ୍ଟିଂ ସେଣ୍ଟର

ଲଣ୍ଡନ,୩।୪ (ପି.ଟି)- ଇଂଲଣ୍ଡର ବର୍ମିଂହାମସ୍ଥିତ ଏଜ୍‌ବାଷ୍ଟନ ଷ୍ଟାଡିୟମ କୋଭିଡ୍‌-୧୯ ଟେଷ୍ଟିଂ ସେଣ୍ଟରରେ ପରିଣତ ହେବ ବୋଲି ଓ୍ବରଓ୍ବିକ୍‌ଶାୟାର କାଉଣ୍ଟି କ୍ରିକେଟ କ୍ଲବ (ଡବ୍ଲ୍ୟସିସିସି) ତରଫରୁ କୁହାଯାଇଛି।...

ଏବେ ଘାସ କାଟୁଛନ୍ତି ଏହି ପ୍ରସିଦ୍ଧ କ୍ରିକେଟର୍‌

କରୋନା ଯୋଗୁ ୨୯ଟି ମ୍ୟାଚ ପରେ ଆଇପିଏଲର ୧୪ତମ ସିଜନ ସ୍ଥଗିତ ରଖାଯାଇଥିଲା। ପରେ ଖେଳାଳିମାନେ ତାଙ୍କ ଘରକୁ ଫେରି ଯାଇଥିଲେ। ଏବେ ଭାରତୀୟ ଖେଳାଳିମାନେ...

ଏମ୍‌ଜିଏମ୍‌ ଓଡ଼ିଶା ମହିଳା ଟି୨୦ ଲିଗ୍‌: ଓଡ଼ିଶା ରେଡ୍‌ର ସହଜ ବିଜୟ

ଭୁବନେଶ୍ୱର,୩୧।୧(ସ୍ପୋର୍ଟ୍ସ ବ୍ୟୁରୋ): ଏଠାରେ ଚାଲିଥିବା ଏମ୍‌ଜିଏମ୍‌ ଓଡ଼ିଶା ମହିଳା ଟି୨୦ ଲିଗ୍‌ରେ ଓଡ଼ିଶା ରେଡ୍‌ ଶନିବାର ୫୯ଟି ବଲ ବାକି ରଖି ୧୦ ଉଇକେଟରେ ଓଡ଼ିଶା...

ବାରବାଟୀରେ ହୋଇପାରେ ଭାରତ-ଦକ୍ଷିଣ ଆଫ୍ରିକା ଟେଷ୍ଟ

କଟକ ଅଫିସ,୧୪ା୧୨- ବାରବାଟୀ ଷ୍ଟାଡିୟମରେ ଏକ ଟେଷ୍ଟ ମ୍ୟାଚ୍‌ ଆୟୋଜନ ହେବାର ସମ୍ଭାବନା ଦୃଢ଼ୀଭୂତ ହୋଇଛି। ଆସନ୍ତା ମାର୍ଚ୍ଚରେ ଏଠାରେ ଭାରତ-ଦକ୍ଷିଣଆଫ୍ରିକା ଟେଷ୍ଟ ମ୍ୟାଚ୍‌ ଆୟୋଜନ...

ଟୋକିଓରେ ଅଲିମ୍ପିକ ଜ୍ୟୋତି ପ୍ରଦର୍ଶନ ହେବ

ଟୋକିଓ, ୧ା୯(ଏପି): ମଙ୍ଗଳବାରଠାରୁ ଜାପାନ ଅଲିମ୍ପିକ ମ୍ୟୁଜିୟମରେ ଅତି କମ୍‌ରେ ଦୁଇ ମାସ ପର୍ଯ୍ୟନ୍ତ ଅଲିମ୍ପିକ ଜ୍ୟୋତି ପ୍ରଦର୍ଶନ କରାଯିବ। କୋଭିଡ୍‌-୧୯ ମହାମାରୀ ଆସି ନ...

ବାୟୋ ବବଲ୍‌ରେ ଆୟୋଜନ ହେବ ଆନ୍ତଃ ଜିଲା ସିନିୟର ପୁରୁଷ ଟି୨୦ ଲିଗ୍‌

*ଡିସେମ୍ବର ୧୪ରୁ ୨୨ ଟୁର୍ନାମେଣ୍ଟ * ମୋଟ୍‌ ୩୭ ଦଳ ଅଂଶଗ୍ରହଣ କରିବେ * ୧୦୩ ମ୍ୟାଚ୍‌ ଖେଳାଯିବ * ବାରବାଟୀରେ ଫାଇନାଲ ଭୁବନେଶ୍ୱର,୧୪।୧୨(ସ୍ପୋଟର୍‌ସ ବ୍ୟୁରୋ):...

Advertisement
Ten Cric Info


Archives

Model This Week