Posted inଜାତୀୟ

୧୦୬ ଭାଷାରେ ପଢି ଲେଖି ପାରୁଛନ୍ତି ୮ ବର୍ଷର ବାଳକ

ଚେନ୍ନାଇ,୨୧।୫: ଚେନ୍ନାଇର ୮ ବର୍ଷର ବାଳକ ନିଆଲ ଥୋଗୁଲୁଭା ପ୍ରାୟ ୧୦୬ଟି ଭାଷାରେ ପଢି ଲେଖି ପାରନ୍ତି। ଏହାସହ ୧୦ଟି ଭାଷାରେ କଥା ହୋଇପାରନ୍ତି। ନିଆଲଙ୍କ ଏହି ଗୁଣ ଏବେ ଅନେକଙ୍କ ଦୃଷ୍ଟି ଆକର୍ଷଣ କରୁଛି। ଇଣ୍ଟରନେଟ୍‌ ଓ ୟୁଟ୍ୟୁବ ସହାୟତାରେ ସେ ଏତେ ସବୁ ଭାଷା ଶିଖିଥିବା କୁହନ୍ତି। ଏହାସହ ଇଣ୍ଟରନ୍ୟାଶନାଲ ଫୋନେଟିକ୍‌ ଆଲଫାବେଟ୍‌(ଆଇପିଏ) ଏଦିଗରେ ତାଙ୍କୁ ବେଶ୍‌ ସହାୟ ହୋଇଛି। କାରଣ ଏହା ମାଧ୍ୟମରେ ପ୍ରାୟ ସମସ୍ତ କଥିତ ଭାଷାକୁ ଟ୍ରାନ୍ସକ୍ରାଇବ୍‌ କରିବା ସହ ଏହାର ଉଚ୍ଚାରଣ କହିଦେଇଥାଏ। କେବେ ତାଙ୍କର ଏହି ଆଗ୍ରହ ପ୍ରକାଶ ପାଇଲା ତାହା ସେ ଜାଣି ନ ଥିବା କହୁଥିବା ବେଳେ ଏବେ ସେ ଆହୁରି ୫ଟି ଭାଷା ଶିକ୍ଷା କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ଆତ୍ମନିର୍ଭରଭାରତ’ ୨୦୨୦ର ଶବ୍ଦ ଭାବେ ଅକ୍ସଫୋର୍ଡ ଡିକ୍ସିନାରୀରେ ସାମିଲ

ନୂଆଦିଲ୍ଲୀ, ୨।୨: ଅକ୍ସଫୋର୍ଡ ଡିକ୍ସିନାରୀରେ ‘ଆତ୍ମନିର୍ଭରଭାରତ’କୁ ୨୦୨୦ର ଶବ୍ଦ ଭାବେ ଅନ୍ତର୍ଭୁକ୍ତ କରାଯାଇଛି। ଏହାର ଅର୍ଥ ସେଲ୍ଫ-ରିଲାଏନ୍ସ୍‌ ବୋଲି ଡିକ୍ସିନାରୀରେ ଉଲ୍ଲେଖ କରାଯାଇଛି। ଏହି ହିନ୍ଦୀ...

ଲକ୍‌ଡାଉନ୍‌ରେ ଫି’କୁ ନେଇ ଘରୋଇ ସ୍କୁଲ ଉପରେ ସରକାରଙ୍କ ଛାଟ

ନୂଆଦିଲ୍ଲୀ,୧୭।୪: ଦିଲ୍ଲୀରେ ଲକ୍‌ଡାଉନ୍‌ ସମୟରେ ଅଭିଭାବକଙ୍କଠାରୁ ମିଳୁଥିବା ଅଭିଯୋଗକୁ ଧ୍ୟାନରେ ରଖି ଉପମୂଖ୍ୟମନ୍ତ୍ରୀ ତଥା ଶିକ୍ଷାମନ୍ତ୍ରୀ ମନୀଷ ସିସୋଡିଆ ସ୍କୁଲମାନଙ୍କ ପାଇଁ ଏକ କଡ଼ା ନିୟମ...

ଚାଇନାର ଦାଦାଗିରି: ଏଲ୍‌ଏସିରେ ହେଲିପ୍ୟାଡ୍‌ ନିର୍ମାଣ…

ଲଦାଖ, ୨୧।୧୨: ଏଲ୍‌ଏସିା ଲଦାଖ ଅଞ୍ଚଳରେ ଚାଇନା ନିଜର ବେଆଇନ ନିର୍ମାଣ କାର୍ଯ୍ୟ ଜାରି ରଖିଛି। ଆମେରିକା ସାଟେଲାଇଟ୍‌ ଚିତ୍ରରୁ ଜଣାପଡ଼ିଛି ଯେ, ଚାଇନା ପାଙ୍ଗୋଙ୍ଗ...

ଆଧାର ଭଳି ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ମିଳିବ ବ୍ୟକ୍ତିଗତ ପରିଚୟ ନମ୍ବର: ସ୍ବାସ୍ଥ୍ୟ ମନ୍ତ୍ରଣାଳୟରେ ବ୍ଲୁପ୍ରିଣ୍ଟ୍‌ ଦାଖଲ

ନୂଆଦିଲ୍ଲୀ,୧୬।୫: ଦେଶର ଲୋକଙ୍କୁ ଉନ୍ନତ ସ୍ବାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ଆଧାର ଭଳି ବ୍ୟକ୍ତିଗତ ପରିଚୟ ନମ୍ବର ପ୍ରଦାନ ପାଇଁ ସରକାର ଯୋଜନା କରିଛନ୍ତି।...

ଯୌତୁକରେ ବାଇକ୍‌ ନ ମିଳିବାରୁ ମଣ୍ଡପରୁ ଉଠି ପଳାଇଲେ ବର, କନ୍ୟା କହିଲେ ଏମିତି

ପାଟନା,୩୦।୬: ବିହାରରେ ନାଳନ୍ଦା ଜିଲାରେ ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ନାଚ ଗୀତ ସହ ବର ଜବରଦସ୍ତ ରୋଷଣୀରେ କନ୍ୟା ଘରେ ପହଞ୍ଚିଥିଲେ ବର...

ଘରୋଇ ଡାକ୍ତରଖାନାର ଲାଇସେନ୍ସ ହେବ ରଦ୍ଦ!

ବେଙ୍ଗାଲୁରୁ,୧୩।୭: ଦେଶରେ କରୋନା ଭାଇରସ ସଂକ୍ରମିତଙ୍କ ସଂଖ୍ୟା ବଢି ଚାଲିଥିବା ବେଳେ ଏବେ କିଛି ରାଜ୍ୟରେ ଏମାନଙ୍କ ଚିକିତ୍ସା ପାଇଁ ବେଡ୍‌ କମ୍‌ ଥିବା ପରିଲକ୍ଷିତ...

ଟ୍ରମ୍ପ୍‌ଙ୍କ କଥା ଯଦି ସତ ହୁଏ ତେବେ ମୋଦି ଦେଶକୁ ଦେଇଛନ୍ତି ଧୋକା: ରାହୁଲ

ନୂଆଦିଲ୍ଲୀ,୨୩।୭: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ମନ୍ତବ୍ୟ ନେଇ ଏବେ ଭାରତରେ ରାଜନୈତିକ ଉଷ୍ଣତା ବୃଦ୍ଧି ପାଇଛି। କେନ୍ଦ୍ର ସରକାରଙ୍କୁ ବିରୋଧୀ ଦଳ ସମାଲୋଚନା କରିବା...

ପ୍ରତି ବୁଧବାର ସାଇକେଲରେ ଅଫିସ ଯିବେ ସରକାରୀ କର୍ମଚାରୀ…

କାଭରତ୍ତି, ୫।୪ : ଦ୍ରୁତଗତିରେ ବାୟୁ ଗୁଣବତ୍ତା ସମଗ୍ର ବିଶ୍ୱରେ ଖରାପ ହେଉଥିବାରୁ ଏହା ଚିନ୍ତାର କାରଣ ପାଲଟିଛି। ଭାରତରେ ଅବସ୍ଥା ଅଧିକ ଖରାପ ହେବାରେ...

Advertisement
Archives

Model This Week