ହୃଦ୍‌ପିଣ୍ଡ ସୁସ୍ଥ ରଖେ ସୋରିଷ ତେଲ

ପ୍ରାୟ ସମସ୍ତଙ୍କ ଘରେ ପ୍ରତିଦିନ ସୋରିଷ ତେଲର ବ୍ୟବହାର କରାଯାଏ। ଖାଦ୍ୟ ପ୍ରସ୍ତୁତି ସହ ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟା ପାଇଁ ମଧ୍ୟ ସୋରିଷ ତେଲ ଉପଯୋଗୀ ସାବ୍ୟସ୍ତ ହୋଇଥାଏ। ଶୀତ ଦିନରେ ତ୍ୱଚା ରୁକ୍ଷ ହେବା ଏକ ସାଧାରଣ କଥା। ଆପଣ ସୋରିଷ ତେଲର କିଛି ବୁନ୍ଦା ଚେହେରାରେ ମାଲିସ କରନ୍ତୁ। କିଛି ସମୟ ପରେ ପାଣିରେ ମୁହଁ ଧୋଇ ଦିଅନ୍ତୁ। ଏପରି କରିବା ଦ୍ୱାରା ତ୍ୱଚା କୋମଳ ରହିବା ସହ ଚମକ ଆସେ। ସୋରିଷ ତେଲରେ ଆଣ୍ଟି ବ୍ୟାକ୍ଟେରିଆଲ ଓ ଆଣ୍ଟିଫଙ୍ଗଲ ଗୁଣ ରହିଛି। ଏହାକୁ ନିୟମିତ ରୂପେ ମୁହଁରେ ଲଗାଇବା ଦ୍ୱାରା ତ୍ୱଚା କୁଣ୍ଡାଇ ହେବା ଓ ସଂକ୍ରମଣ ସମସ୍ୟା ଦୂର ହୋଇଯାଏ। ସୋରିଷ ତେଲରେ ଭରି ରହିଛି ଭିଟାମିନ, ଯାହା ଚର୍ମ ଓ କେଶ ସମସ୍ୟାକୁ ଦୂର କରିବାରେ ସହାୟକ ହୋଇଥାଏ। ସୋରିଷ ତେଲ ପାଦରେ ମାଲିସ କଲେ ଥଣ୍ଡାସର୍ଦ୍ଦି ସମସ୍ୟାରୁ ଉପଶମ ମିଳିଥାଏ। ଏହି ତେଲରେ କୋଲେଷ୍ଟ୍ରଲ ମାତ୍ରା ସନ୍ତୁଳିତ ରହିଥାଏ। ସୋରିଷ ତେଲରେ ଭରପୂର ମାତ୍ରାରେ ମୋନୋସ୍ୟାଚ୍ୟୁରେଟେଡ ଫ୍ୟାଟି ଏସିଡ୍‌ ଥାଏ। ଯାହା ଶରୀରରୁ ଅଦରକାରୀ ଚର୍ବିକୁ ବାହାର କରିବାରେ ସହାୟକ ହୋଇଥାଏ। ଏହାଦ୍ୱାରା ହୃଦ୍‌ପିଣ୍ଡ ସୁସ୍ଥ ରହେ।


Enter your email to get our daily news in your inbox.

All Right Reserved By Dharitri.Com

ଅଳ୍ପ ଖର୍ଚ୍ଚରେ ଓ୍ବାଲ୍‌ ଡେକୋରେଶନ

ଘର ସଜାଇବା ଲାଗି କେବଳ ଦାମୀ ଫର୍ନିଚର କିମ୍ବା ଡେକୋରେଟିଭ୍‌ ସାମଗ୍ରୀ ଆବଶ୍ୟକ ତା’ ନୁହେଁ, ଆପଣ ଚାହିଁଲେ କମ୍‌ ଖର୍ଚ୍ଚରେ ଓ୍ବାଲ୍‌ ଡେକୋରେଶନ୍‌ କରିପାରିବେ।...

ରୋଟାଭାଇରସ୍‌ ଇନ୍‌ଫେକ୍‌ଶନ ଓ ଡାଇବେଟିସ୍‌

ଆଜିକାଲି ଡାଇବେଟିସ୍‌ ବା ମଧୁମେହ ଏକ ସାଧାରଣ ସମସ୍ୟା ପାଲଟିଗଲାଣି। ପୁଣି ଆମ ଦେଶରେ ଏହି ରୋଗୀଙ୍କ ସଂଖ୍ୟା ଏତେ ବେଶି ଯେ ଭାରତକୁ ‘ଡାଇବେଟିସ୍‌ର...

ପେଟ ସମସ୍ୟା ଦୂର କରେ ପାନମଧୁରୀ

ପାନମଧୁରୀକୁ ମାଉଥଫ୍ରେସନର୍‌ ଭାବେ ବ୍ୟବହାର କରାଯାଏ। ଏହାର ଅନେକ ଉପକାରୀ ଗୁଣ ମଧ୍ୟ ରହିଛି। ପାନ ମଧୁରୀ ଦୃଷ୍ଟିଶକ୍ତି, ହଜମ ଶକ୍ତି, କଫ ଭଳି ଶରୀରର...

ସାବଧାନ ! ବନ୍ଦ ଘରେ ଅଧିକ-ଖୋଲା ପବନରେ କମ୍‌ ସଂକ୍ରମଣ ଆଶଙ୍କା…

ଓ୍ବାଶିଂଟନ,୨୮।୪: କରୋନା ମହାମାରୀ ସଂକ୍ରମଣ ଯୋଗୁ ପୃଥିବୀରେ ସଙ୍କଟ ଜନକ ସ୍ଥିତି ସୃଷ୍ଟି ହୋଇଛି। କରୋନା ଭୂତାଣୁ ସଂକ୍ରମଣ ବନ୍ଦ ଘରେ ଅଧିକ ହୋଇଥାଏ। ଅପରପକ୍ଷରେ...

ରାନି ପ୍ରନ

ଆମିଷ ଭିତରେ ଚିଙ୍ଗୁଡିକୁ ବିଭିନ୍ନ ରଙ୍ଗ ଦେଇ ପରଷା ଯାଇଥାଏ। ଷ୍ଟାର୍ଟରଠାରୁ ନେଇ ମେନ୍‌ କୋର୍ସରେ ସମସ୍ତେ ପସନ୍ଦ କରନ୍ତି ଏହି ଖାଦ୍ୟକୁ। ସେହିଭଳି ରାନି...

ଫୁସ୍‌ଫୁସ୍‌ର ଆୟୁ କମାଏ ଆଜ୍‌ବେଷ୍ଟୋସିସ୍‌

ନୂଆଦିଲ୍ଲୀ: ଆଜବେଷ୍ଟସ ସଂସ୍ପର୍ଶରେ ଦୀର୍ଘ ସମୟ ରହିଲେ ମଣିଷର ଫୁସଫୁସରେ ସଂକ୍ରମଣ ହେବା ସହ କ୍ଷତ ହୋଇ ଏଥିରୁ ରକ୍ତ କ୍ଷରଣ ହୋଇଥାଏ। ଏଭଳି ଶାରୀରିକ...

ସୁନ୍ଦରତା ବଢ଼ାଏ ବେଲପତ୍ର

ପୂଜା ପାଇଁ ବ୍ୟବହୃତ ହେଉଥିବା ବେଲପତ୍ରକୁ ସୌନ୍ଦର୍ଯ୍ୟ ଉପଚାରରେ ମଧ୍ୟ ବ୍ୟବହାର କରିହେବ। ତ୍ୱଚାରୁ ଆରମ୍ଭ କରି କେଶର ବିଭିନ୍ନ ସମସ୍ୟା ଦୂର କରିବା ପାଇଁ...

ଘରେ ଏସବୁ ସ୍ଥାନରେ ରଖନ୍ତୁ ଔଷଧ, ଶୀଘ୍ର ହେବେ ରୋଗମୁକ୍ତ !

କାଶୀ,୧୧।୨: ଜୀବନର ଭରପୁର ଆନନ୍ଦ ନେବା ସହିତ ସର୍ବଦା ଚଳଚଞ୍ଚଳ ରହିବା ପାଇଁ ସୁସ୍ବାସ୍ଥ୍ୟର ଆବଶ୍ୟକତା ରହିଛି। ଘରେ ବାସ୍ତୁ ଅନୁସାରେ ବିଭିନ୍ନ ସାମଗ୍ରୀ ରଖିଲେ...

Advertisement
Archives

Model This Week